ପ୍ୟାରିସ ଅଲିମ୍ପିକ୍ସରୁ ନୈରାସ୍ୟଜନକ ଖବର ଆସିଛି। ଶୁଟିଂରେ ଭାରତୀୟ ଟିମକୁ ନିରାସ ହେବାକୁ ପଡ଼ିଛି। ଫାଇନାଲରେ ପ୍ରବେଶ କରି ପାରିଲେନି ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡ଼ି।
ଆଜି ଦିନ 12ଟା 30ରେ ପ୍ରଥମେ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଯୋଗ୍ୟତା ମ୍ୟାଚ୍ ଆରମ୍ଭ ହୋଇଥିଲା। ରମିତା ଜିନ୍ଦଲ-ଅର୍ଜୁନ ବବୁତା ଯୋଡି ପଦକ ରେସରୁ ବାଦ୍ ପଡ଼ି ଯାଇଛନ୍ତି। ଏହି ଯୋଡ଼ି 628.7 ସ୍କୋର ହାସଲ କରିଛନ୍ତି।
Also Read
ଭାରତୀୟ ଦଳର ଯୋଡି ରମିତା-ଅର୍ଜୁନ ଷଷ୍ଠ ସ୍ଥାନରେ ଥିବାବେଳେ ଏଲାବେନିଲ-ସନ୍ଦୀପ ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଉଭୟ ଭାରତୀୟ ଦଳ ପଦକ ଦୌଡ଼ରୁ ବାଦ ପଡିଥିଲେ ମଧ୍ୟ ପିସ୍ତଲ ଇଭେଣ୍ଟ ଉପରେ ନଜର ରହିଛି।
ତେବେ ଆଜିଠାରୁ ପ୍ୟାରିସ୍ ଅଲିମ୍ପିକ୍ସ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭାରତ ବ୍ୟାଡମିଣ୍ଟନ୍, ବକ୍ସିଂ, ହକି ସମେତ ମୋଟ ସାତୋଟି କ୍ରୀଡ଼ାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Cricket
ଚାମ୍ପିୟନ୍ସ ଟ୍ରଫି ବିବାଦରେ ଧସେଇ ପଶିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ଚାହୁଁ ନଥିବା ବିସିସିଆଇ ସ୍ପଷ୍ଟ ଭାବେ ପିସିବିକୁ ଜଣାଇ ଦେଇଛି।
Cricket
ଭାରତୀୟ କ୍ରିକେଟ ପାଇଁ ଦୁଃଖଦ ରବିବାର
ଅଷ୍ଟ୍ରେଲିଆରୁ ଭାରତୀୟ କ୍ରିକେଟ ପାଇଁ ଦୁଇଟି ନିରାଶଜନକ ଖବର ଆସିଥିବା ବେଳେ ଦୁବାଇରେ ହୃଦୟ ଭାଙ୍ଗିଛି।
Cricket
ଭାରତକୁ ମାତ ଦେଇ ଅଣ୍ଡର ୧୯ ଏସିଆ କପ ନିଜ ପାଖରେ ରଖିଲା ବାଂଲାଦେଶ
ବାଂଲାଦେଶ ୫୯ ରନରେ ମ୍ୟାଚ୍କୁ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଣ୍ଡର ୧୯ ଏସିଆ କପକୁ ଜିତିବାରେ ସକ୍ଷମ ହୋଇଛି।
Cricket
ପୁରୁଷଙ୍କ ପରେ ଅଷ୍ଟ୍ରେଲିଆ ଠାରୁ ହାରିଲେ ଭାରତୀୟ ମହିଳା ଦଳ, ପେରୀଙ୍କ ଦମଦାର ଶତକ
ଘରୋଇ ଟିମ ଭାରତୀୟ ମହିଳା ଦଳକୁ ଦ୍ୱିତୀୟ ଦିନିକିଆରେ ବୃହତ୍ତ ୧୨୨ ରନରେ ହରାଇ ଦେଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି।
Cricket
ଏହି କାରଣ ପାଇଁ ଆମେ ପିଙ୍କ ବଲ ଟେଷ୍ଟରେ ହାରିଲୁ ବୋଲି କହିଲେ ରୋହିତ ଶର୍ମା
ପର୍ଥ ଟେଷ୍ଟରେ ଭାରତ ୨୯୫ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହି ମ୍ୟାଚ୍ରେ ରୋହିତ ଶର୍ମା ଖେଳୁ ନଥିଲେ। ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିଥିଲେ। ପିଙ୍କ ବଲ ଟେଷ୍ଟକୁ ରୋହିତ ଫେରିଥିଲେ ହେଁ ଭାରତ ପରାସ୍ତ ହୋଇଛି।