ଷ୍ଟ୍ରେଚର୍‌ରେ ବୁହା ହୋଇ ପଡ଼ିଆ ବାହାରକୁ ଗଲେ ପାଣ୍ଡ୍ୟା

ଦୁବାଇ: ଏସିଆ କପ୍‌ର ହାଇଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ମ୍ୟାଚ୍‌ ମଝିରେ ଗୁରୁତର ଆହତ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପରିସ୍ଥିତି ଏପରି ହୋଇଥିଲା ଯେ ପାଣ୍ଡ୍ୟା ଆଉ ପଡ଼ିଆରୁ ଉଠି ପାରି ନଥିଲେ ତାଙ୍କୁ ଷ୍ଟ୍ରେଚର୍‌ର ସାହାଯ୍ୟରେ ପଡ଼ିଆ ବାହାରକୁ ନିଆଯାଇଛି। ତେବେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି। ଏପରି କି ଶକ୍ତିଶାଳୀ ପାକିସ୍ତାନ ଟିମକୁ ୧୬୨ ରନ୍‌ରେ ଅଲଆଉଟ୍‌ କରି ଦେଇଛି। ତେବେ ପାଣ୍ଡ୍ୟା […]

p1

p1

Hemant Lenka
  • Published: Wednesday, 19 September 2018
  • Updated: 19 September 2018, 04:02 PM IST

ଦୁବାଇ: ଏସିଆ କପ୍‌ର ହାଇଭୋଲଟେଜ୍‌ ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ମ୍ୟାଚ୍‌ ମଝିରେ ଗୁରୁତର ଆହତ ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ପରିସ୍ଥିତି ଏପରି ହୋଇଥିଲା ଯେ ପାଣ୍ଡ୍ୟା ଆଉ ପଡ଼ିଆରୁ ଉଠି ପାରି ନଥିଲେ ତାଙ୍କୁ ଷ୍ଟ୍ରେଚର୍‌ର ସାହାଯ୍ୟରେ ପଡ଼ିଆ ବାହାରକୁ ନିଆଯାଇଛି।

ତେବେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି। ଏପରି କି ଶକ୍ତିଶାଳୀ ପାକିସ୍ତାନ ଟିମକୁ ୧୬୨ ରନ୍‌ରେ ଅଲଆଉଟ୍‌ କରି ଦେଇଛି।

ତେବେ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିବେ କି ନାହିଁ, ତାହା ଏଯାଏ ଜଣାପଡ଼ିନାହିଁ। ମ୍ୟାଚ୍‌ର ୧୮ ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା।

ପାଣ୍ଡ୍ୟା ନିଜର ୫ମ ଓଭର୍‌ର ୫ମ ବଲ୍‌ ବୋଲିଂ କରୁଥିବା ବେଳେ ହଠାତ୍‌ ଫଲୋଥ୍ରୁରେ ତଳେ ପଡ଼ିଯାଇଥିଲେ। ତାଙ୍କ ଅଣ୍ଟା ଓ ପିଠିରେ ଗଭୀର ଆଘାତ ଲାଗିବାରୁ ସେ ଆଉ ଉଠି ପାରି ନଥିଲେ। ଏହାପରେ ପାଣ୍ଡ୍ୟାଙ୍କୁ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଷ୍ଟ୍ରେଚର୍‌ରେ ପଡ଼ିଆ ବାହାରକୁ ନିଆଁ ଯାଇଥିଲା।

ବିସିସିଆଇ ଟ୍ୱିଟ୍‌ ଜରିଆରେ କହିଛି ଯେ ପାଣ୍ଡ୍ୟା ଲୋୟର ବ୍ୟାକ୍‌ ଇଞ୍ଜୁରିର ସମ୍ମୁଖୀନ ହେଇଛନ୍ତି। ବର୍ତ୍ତମାନ ଷ୍ଟ୍ରେଚର୍‌ରେ ବୁହା ହୋଇ ପଡ଼ିଆ ବାହାରକୁ ଗଲେ ପାଣ୍ଡ୍ୟା

ବେ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିବେ କି ନାହିଁ, ତାହା ଏଯାଏ ଜଣାପଡ଼ିନାହିଁ। ମ୍ୟାଚ୍‌ର ୧୮ ତମ ଓଭର୍‌ରେ ଏଭଳି ଘଟଣା ଘଟିଥିଲା।

ବିସିସିଆଇ ଟ୍ୱିଟ୍‌ ଜରିଆରେ କହିଛି ଯେ ପାଣ୍ଡ୍ୟା ଲୋୟର ବ୍ୟାକ୍‌ ଇଞ୍ଜୁରିର ସମ୍ମୁଖୀନ ହେଇଛନ୍ତି। ବର୍ତ୍ତମାନ ସେ ଧୀରେଧୀରେ ସୁସ୍ଥ ହେବାକୁ ଲାଗିଛନ୍ତି। ଆଶା ଭାରତର ବ୍ୟାଟିଂ ବେଳକୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ। ସେ ଧୀରେଧୀରେ ସୁସ୍ଥ ହେବାକୁ ଲାଗିଛନ୍ତି। ଆଶା ଭାରତର ବ୍ୟାଟିଂ ବେଳକୁ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ।

ପାଣ୍ଡ୍ୟା ଆଜିର ମ୍ୟାଚ୍‌ରେ ୪.୫ ଓଭର୍‌ ବୋଲିଂ କରି ୨୪ ରନ୍‌ ଦେଇଥିଲେ। ତେବେ ତାଙ୍କ ବଲ୍‌ରେ ସୋଏବ ମାଲିକଙ୍କ ଏକ କ୍ୟାଚ୍‌ ଉଠିଥିଲେ ହେଁ ଏହାକୁ ୱିକେଟ୍‌ କିପର ମହେନ୍ଦ୍ର ସିଂହ ଧୋନି ମିସ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story