ବିଶ୍ବ ଦେଖିବ ଭାରତୀୟ ବାୟୁସେନାର ବଳ

  • Published: Tuesday, 23 January 2024
  • , Updated: 23 January 2024, 05:29 PM IST

ଗଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ବାୟୁସେନାର ଅଭ୍ୟାସ। ଦିଲ୍ଲୀ ଆକାଶରେ ଗର୍ଜିବ ବାୟୁସେନାର ଲଢୁଆ ବିମାନ। ସାରା ଦୁନିଆ ଦେଖିବ ବାୟୁବୀରଙ୍କ ପରାକ୍ରମର ଝଲକ। ୬ ଏୟାରବେସ୍‌ରୁ ଦୁନିଆ ଦେଖିବ ବାୟୁବୀରଙ୍କ ପରାକ୍ରମର ଝଲକ। ଦେଖନ୍ତୁ ପୂରା ରିପୋର୍ଟ। 

Related story