Advertisment

ଭୁବନେଶ୍ୱର: ପୋଲିସ୍ ଗୁଳିରେ ଅପରାଧୀ ଆହତ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଜଗନ୍ନାଥ ସଡ଼କ  ନିକଟରେ ପୋଲିସ୍ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି।  ତା ନାଁ ଶଶାଙ୍କ ନାୟକ। ତା ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ  ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପପିଟାଲ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଶଶାଙ୍କ ରହୁଥିବା ଘର ଉପରେ ଚଢ଼ାଉ କରିଥିଲା। ପୋଲିସ ଉପରକୁ ଶଶାଙ୍କ ପ୍ରଥମେ ଗୁଳିମାଡ଼ କରିବା ପରେ ମଞ୍ଚେଶ୍ୱର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭୁବନେଶ୍ୱର: ପୋଲିସ୍ ଗୁଳିରେ ଅପରାଧୀ ଆହତ

b-4

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଜଗନ୍ନାଥ ସଡ଼କ  ନିକଟରେ ପୋଲିସ୍ ଗୁଳିରେ ଜଣେ ଅପରାଧୀ ଆହତ ହୋଇଛି।  ତା ନାଁ ଶଶାଙ୍କ ନାୟକ। ତା ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ  ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପପିଟାଲ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଶଶାଙ୍କ ରହୁଥିବା ଘର ଉପରେ ଚଢ଼ାଉ କରିଥିଲା। ପୋଲିସ ଉପରକୁ ଶଶାଙ୍କ ପ୍ରଥମେ ଗୁଳିମାଡ଼ କରିବା ପରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଏନକାଉଣ୍ଟର କରିଥିବା ଜଣାପଡିଛି।