Advertisment

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

ଭୁବନେଶ୍ୱର: ଆଜି ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି। www.ojee.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ଏମ୍‌ବିଏରେ ଶଦାବ୍ ଅନୱାର ଟପ୍ପର ହୋଇଥିବା ବେଳେ ବର୍ଷା ପ୍ରିୟଦର୍ଶନୀ ଭଟ୍ଟ ଏମ୍‌ସିଏ, ଅଶୁଂମାନ ମିଶ୍ର ଏମ୍‌ଟେକ୍‌, ଅମୀୟ ଘୋଷ ଏମ୍‌ଫାର୍ମା ଏବଂ ହରିପ୍ରିୟା ନାୟକ ବିଏଏମ୍‌ଏସ୍‌ ଓ ବିଏଚ୍‌ଏମ୍‌ଏସ୍‌, ଫାର୍ମାସୀରେ ଟପ୍ପର ହୋଇଛନ୍ତି। ସେହିପରି  ଅମ୍ରିତା ସିଂ ଆର୍କିଟେକର ବିଭାଗରେ  ଟପ୍ପର ହୋଇଛନ୍ତି। ଜୁଲାଇ ପ୍ରଥମ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥର […]

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ

exam

ଭୁବନେଶ୍ୱର: ଆଜି ଓଜେଇଇ ପରୀକ୍ଷା ଫଳ ପ୍ରକାଶ ପାଇଛି। www.ojee.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେଉଛି। ଏମ୍‌ବିଏରେ ଶଦାବ୍ ଅନୱାର ଟପ୍ପର ହୋଇଥିବା ବେଳେ ବର୍ଷା ପ୍ରିୟଦର୍ଶନୀ ଭଟ୍ଟ ଏମ୍‌ସିଏ, ଅଶୁଂମାନ ମିଶ୍ର ଏମ୍‌ଟେକ୍‌, ଅମୀୟ ଘୋଷ ଏମ୍‌ଫାର୍ମା ଏବଂ ହରିପ୍ରିୟା ନାୟକ ବିଏଏମ୍‌ଏସ୍‌ ଓ ବିଏଚ୍‌ଏମ୍‌ଏସ୍‌, ଫାର୍ମାସୀରେ ଟପ୍ପର ହୋଇଛନ୍ତି। ସେହିପରି  ଅମ୍ରିତା ସିଂ ଆର୍କିଟେକର ବିଭାଗରେ  ଟପ୍ପର ହୋଇଛନ୍ତି। ଜୁଲାଇ ପ୍ରଥମ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥର ୪୬, ୧୮୭ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଏମ୍‌ବିଏ, ଏମ୍‌ସିଏ, ଆୟୁର୍ବେଦ୍‌, ହୋମିଓପାଥି, ଏମ୍‌ ଫାର୍ମା ଭଳି ୧୨ଟି ବିଭାଗରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯାଇଥିଲା।

Advertisment