Advertisment

ମାର୍ଚ୍ଚ ୧୫ରୁ ବିଧାନସଭା ବିଜେଟ୍ ଅଧିବେଶନ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଶୁକ୍ରବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବଜେଟ୍ ଅଧିବେଶନ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ବଜେଟ୍ ଅଧିବେଶନରେ ରହିଛି ମୋଟ ୩୩ଟି କାର୍ଯ୍ୟ ଦିବସ। ପ୍ରଥମ ପର୍ଯ୍ୟାୟ ଅଧିବେଶ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏପ୍ରିଲ୍ ୨୬ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମାର୍ଚ୍ଚ ୧୫ରୁ ବିଧାନସଭା ବିଜେଟ୍ ଅଧିବେଶନ

odisha-assembly

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନ ପାଇଁ ଶୁକ୍ରବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବଜେଟ୍ ଅଧିବେଶନ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ବଜେଟ୍ ଅଧିବେଶନରେ ରହିଛି ମୋଟ ୩୩ଟି କାର୍ଯ୍ୟ ଦିବସ। ପ୍ରଥମ ପର୍ଯ୍ୟାୟ ଅଧିବେଶ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଏପ୍ରିଲ୍ ୨୬ ତାରିଖରୁ ଆରମ୍ଭ ହୋଇ ମେ’୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୮ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରାଯିବ।

Advertisment