ବୋହୂ ଆଗୁଆ ଥିବା ଦେଖି ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ଖୁସି

ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ଖୁସି ଥିବା ଜଣାପଡିଛି। ରମା ରଞ୍ଜନ ବଳିଆରସିଂ ବୋହୂ ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁର ଉପନିର୍ବାଚନ ଭୋଟ ଗଣତିରେ ଆଗୁଆ ରହିଛନ୍ତି।

bjd-woon

  • Published: Thursday, 08 December 2022
  • , Updated: 08 December 2022, 01:38 PM IST

ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଗୁଆ ଥିବା ବେଳେ ବିଜେପି ମୁଖପାତ୍ର ରମା ରଞ୍ଜନ ବଳିଆରସିଂ ଖୁସି ଥିବା ଜଣାପଡିଛି। ରମା ରଞ୍ଜନ ବଳିଆରସିଂ ବୋହୂ ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ପଦ୍ମପୁର ଉପନିର୍ବାଚନ ଭୋଟ ଗଣତିରେ ଆଗୁଆ ରହିଛନ୍ତି।
https://youtu.be/BCzhmxe3Sus

Related story