ପ୍ରଥମେ ପୋଷ୍ଟାଲ, ପରେ ଇଭିଏମର ଭୋଟ ଗଣତି ହେବ

ସକାଳ ୮ଟାରେ ଗଣନା ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ସାଢେ଼ ୮ ରୁ ଇଭିଏମ ଗଣତି । ୧୪ ଟି ରେ ଇଭିଏମ କାଉଣ୍ଟିଙ୍ଗ ହେବ। ୩୧୯ ବୁଥରେ ଗଣତି ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ।

counting

  • Published: Wednesday, 07 December 2022
  • , Updated: 07 December 2022, 05:18 PM IST

ସକାଳ ୮ଟାରେ ଗଣନା ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବ। ସାଢେ଼ ୮ ରୁ ଇଭିଏମ ଗଣତି । ୧୪ ଟି ରେ ଇଭିଏମ କାଉଣ୍ଟିଙ୍ଗ ହେବ। ୩୧୯ ବୁଥରେ ଗଣତି ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନୀ।
https://youtu.be/sidbUNeWOok

Related story