Advertisment

ରାଜ୍ୟ ତଳେ, ମୁଖ୍ୟମନ୍ତ୍ରୀ ଉପରେ!

ଇଣ୍ଡିଆ ଟୁଡେ ସର୍ଭେ-୨୦୨୨ରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ରାଜ୍ୟ ତଳ ପଟେ, ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ କେମିତି? ଉତ୍ତମ ପ୍ରଦର୍ଶନ ରାଜ୍ୟ ବର୍ଗରେ ତାମିଲନାଡୁ ୧, ଓଡ଼ିଶା ୧୫। ସବୁଠୁ ବିକଶିତ ୨୦ ରାଜ୍ୟ ଭିତରେ ବି ଓଡ଼ିଶା ୧୨ ସ୍ଥାନରେ।

author-image
Debendra Prusty
ରାଜ୍ୟ ତଳେ, ମୁଖ୍ୟମନ୍ତ୍ରୀ ଉପରେ!

cm

ଇଣ୍ଡିଆ ଟୁଡେ ସର୍ଭେ-୨୦୨୨ରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ରାଜ୍ୟ ତଳ ପଟେ, ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ କେମିତି? ଉତ୍ତମ ପ୍ରଦର୍ଶନ ରାଜ୍ୟ ବର୍ଗରେ ତାମିଲନାଡୁ ୧, ଓଡ଼ିଶା ୧୫। ସବୁଠୁ ବିକଶିତ ୨୦ ରାଜ୍ୟ ଭିତରେ ବି ଓଡ଼ିଶା ୧୨ ସ୍ଥାନରେ।

Advertisment

Odisha Naveen Patnaik India Today