ବର୍ତ୍ତି ପାରିବେନି ବଡ଼ବଡ଼ିଆ!

ଉପନିର୍ବାଚନ ସାଙ୍ଗକୁ ଅର୍ଚ୍ଚନା ନାଗ ମାମଲାର ଇଡି ତଦନ୍ତ ରାଜ୍ୟ ରାଜନିତୀକୁ ସରଗରମ କରିଛି। ଶୀତ ଦିନରେ ବି ବେଆଇନ ଅର୍ଥ କାରବାର କରିଥିବା ବ୍ୟକ୍ତିମାନଙ୍କ କପାଳରୁ ଝାଳ ବାହାରୁଛି। କିଭଳି ଚାଲିଛି ତଦନ୍ତ, କେଉଁମାନେ ସବୁ ଅଛନ୍ତି ସାମିଲ ଦେଖନ୍ତୁ ଏଥରର ଖାସକଥା – ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ।

prakash mishra

Debendra Prusty
  • Published: Thursday, 01 December 2022
  • , Updated: 01 December 2022, 01:13 PM IST

ଉପନିର୍ବାଚନ ସାଙ୍ଗକୁ ଅର୍ଚ୍ଚନା ନାଗ ମାମଲାର ଇଡି ତଦନ୍ତ ରାଜ୍ୟ ରାଜନିତୀକୁ ସରଗରମ କରିଛି। ଶୀତ ଦିନରେ ବି ବେଆଇନ ଅର୍ଥ କାରବାର କରିଥିବା ବ୍ୟକ୍ତିମାନଙ୍କ କପାଳରୁ ଝାଳ ବାହାରୁଛି। କିଭଳି ଚାଲିଛି ତଦନ୍ତ, କେଉଁମାନେ ସବୁ ଅଛନ୍ତି ସାମିଲ ଦେଖନ୍ତୁ ଏଥରର ଖାସକଥା - ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ।

https://youtu.be/7UGbEf6emTY

Related story