ଓଡ଼ିଶାରେ କ୍ଷମତା ହାସଲ ପାଇଁ ବିଜେପିର ରଣନୀତି। ୨୦୨୪ରେ କେମିତି ବିଜେପି କରିବ ଶାସନ ସେ ନେଇ ହେବ ଆଲୋଚନା। ରାଜ୍ୟ ବିଜେପିର ନୂଆ ପ୍ରଭାବରୀ ସୁନୀଲ ବଂଶଲ ରାଜ୍ୟ ବିଜେପି କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେବେ, ତାଲିମ ଦେବେ। ଅଗଷ୍ଟ ୨୧, ୨୨, ୨୩ରେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହେବାର ଥିଲା। ମାତ୍ର ବନ୍ୟା ପାଇଁ ଏହା ସ୍ଥଗିତ ରହିଛି। ପରେ ହେବ।
https://youtu.be/MfRqpYGqANk
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ନଭେମ୍ବର ୧ରୁ ଦିଲ୍ଲୀରେ ଏହି ଗାଡ଼ିଗୁଡ଼ିକୁ ମିଳିବନି ତେଲ
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଲେଖିଥିବା ଏହି ଚିଠିରେ ଉପ-ରାଜ୍ୟପାଳ ଯୁକ୍ତି ବାଢ଼ିଥିଲେ ଯେ ଏଭଳି ଏକ ବ୍ୟବସ୍ଥାକୁ ଆପଣାଇବାକୁ ଦିଲ୍ଲୀବାସୀ ପ୍ରସ୍ତୁତ ହୋଇନାହାନ୍ତି। ମଧ୍ୟବିତ୍ତ ଶ୍ରେଣୀର ପରିବାରଗୁଡ଼ିକ ସେମାନଙ୍କର ସମସ୍ତ ଆୟ ଗାଡ଼ି ଖଣ୍ଡିଏ କିଣିବାରେ ବ୍ୟୟ କରି ଦେଇଥିବା ବେଳେ ଏହି ବ୍ୟବସ୍ଥା ସେମାନଙ୍କ ପ୍ରତି ନ୍ୟାୟୋଚିତ ହେବ ନାହିଁ।

National
ଆସନ୍ତାକାଲି ଭାରତ ବନ୍ଦ; ସାମିଲ ହେବେ ୨୫ କୋଟିରୁ ଅଧିକ ଶ୍ରମିକ, ପ୍ରଭାବିତ ହେବ ବ୍ୟାଙ୍କ ଓ ପରିବହନ ସେବା
ଟ୍ରେଡ୍ ୟୁନିୟନଗୁଡ଼ିକର ନେତାମାନେ କହିଛନ୍ତି ଯେ ଏହି ବନ୍ଦ ଦ୍ୱାରା ବ୍ୟାଙ୍କ ଓ ଡାକ ସେବା ବ୍ୟାହତ ହେବ। କୋଇଲା ଖନନ ବନ୍ଦ ରହିବ। ବିଭିନ୍ନ ଫ୍ୟାକ୍ଟ୍ରୀ ଓ ସରକାରଙ୍କ ଦ୍ୱାରା ପରିଚାଳିତ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବ।

National
ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ନାଁର ଭୁଲ ଉଚ୍ଚାରଣ କଲେ ଖଡଗେ, ବର୍ଷିଲା ବିଜେପି
୨୦୨୨ରେ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ‘ରାଷ୍ଟ୍ରପତ୍ନୀ’ ଭଳି ଶବ୍ଦର ବ୍ୟବହାର କରିଥିଲେ। ଏହାକୁ ରାଜନୀତିକ ଝଡ଼ ସୃଷ୍ଟି ହୋଇଥିଲା।

National
‘ମୋ ବାପା କିଏ ଜାଣିଛ? ମୁଁ ତୁମକୁ କିଣିପାରିବି’
ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହିଲ ମଦ ପିଇଥିବା କଥା ମାନିଛନ୍ତି। ସେ ତାଙ୍କର ଜଣେ ସାଙ୍ଗ ଘରେ ପ୍ରଚୁର ମଦ ପିଇଥିଲେ।

National
ମାଟିରେ ମିଶିଲା ଗାଁ, କୁକୁର ପାଇଁ ବଞ୍ଚିଗଲା ୬୭ ଜୀବନ
କୁକୁର ପାଇଁ ବଞ୍ଚି ଯାଇଛି ୨୦ ପରିବାରର ୬୭ ଜଣଙ୍କ ଜୀବନ। ପୂରା ଗାଁ ମାଟିରେ ମିଶି ଯାଇଥିଲେ ହେଁ କେହି ବି ପ୍ରାଣ ହରାଇ ନାହାନ୍ତି।