ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ

ଚାଲିଛି ଦୋଷ ଲଦାଲଦି, ସିଂହଦେଓ ବନାମ ନରସିଂହ। ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ। ଗୋଡ଼ ଧରି ଗୁହାରି କଲେ ଲୋକେ, କହିଲେ, ଉଚ୍ଛେଦ ପ୍ରକ୍ରିୟା ବନ୍ଦକର। ନରସିଂହ ମିଶ୍ରଙ୍କୁ ତେରଚ୍ଛା ବାଣ ମାରିଲେ କଳିକେଶ ସିଂହଦେଓ। ଲୋକେ କହିଲେ, ଭୋଟ ଦେବା ପରେ ଆମ କଥା ବୁଝୁଛି କିଏ?

balangir

Debendra Prusty
  • Published: Monday, 28 November 2022
  • , Updated: 28 November 2022, 11:05 AM IST

ଚାଲିଛି ଦୋଷ ଲଦାଲଦି, ସିଂହଦେଓ ବନାମ ନରସିଂହ। ପ୍ୟାଲେସରେ ପ୍ରଜାକୋର୍ଟ, ବାହାରେ ସିଂହ ଲଢ଼େଇ। ଗୋଡ଼ ଧରି ଗୁହାରି କଲେ ଲୋକେ, କହିଲେ, ଉଚ୍ଛେଦ ପ୍ରକ୍ରିୟା ବନ୍ଦକର। ନରସିଂହ ମିଶ୍ରଙ୍କୁ ତେରଚ୍ଛା ବାଣ ମାରିଲେ କଳିକେଶ ସିଂହଦେଓ। ଲୋକେ କହିଲେ, ଭୋଟ ଦେବା ପରେ ଆମ କଥା ବୁଝୁଛି କିଏ?

https://youtu.be/rrVEgn3c9kM

Related story