ପାଉଁସ ଭିତରୁ ଖୋଜୁଛି ଉଜୁଡା ସ୍ୱପ୍ନ

ଜମି ଜବରଦଖଲରୁ ମହାଭାରତ। ଘନ ଘନ ବୋମା ମାଡରେ ଥରିଲା ପୂରା ଗାଁ। ଛାରଖାର ହୋଇଗଲା ସୁନାର ସଂସାର ତ ପୁରୁଷ ଶୂନ୍ୟ ହୋଇଗଲା ଗାଁ। ପୁରୀ ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍ ବୋମା ମାଡ ଘଟଣାରେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ 5 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

hqdefault (5) (1)

Manasi Mohapatra
  • Published: Tuesday, 09 November 2021
  • , Updated: 09 November 2021, 05:13 PM IST

ଜମି ଜବରଦଖଲରୁ ମହାଭାରତ। ଘନ ଘନ ବୋମା ମାଡରେ ଥରିଲା ପୂରା ଗାଁ। ଛାରଖାର ହୋଇଗଲା ସୁନାର ସଂସାର ତ ପୁରୁଷ ଶୂନ୍ୟ ହୋଇଗଲା ଗାଁ। ପୁରୀ ବ୍ରହ୍ମଗିରି ନାଥପୁର ଗାଁରେ ସିରିଜ୍ ବୋମା ମାଡ ଘଟଣାରେ ଏବେ ବି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ 5 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

https://www.youtube.com/watch?v=d-_VU4rtIEc

Related story