ନୀଳଗିରି ବସଷ୍ଟାଣ୍ଡ ଭିତରେ ଯାତ୍ରୀଙ୍କ ବସିବା ସ୍ଥାନରେ କାନ୍ଥ ଭିତରେ ଫ ଣା ମେଲାଇ ବସିଥିଲା ତମ୍ପ। ଯାତ୍ରୀମାନେ ବସକୁ ଅପେକ୍ଷା କରିବାପାଇଁ ଯେଉଁଠାରେ ବସନ୍ତି ସେହିଠାରେ ଏକ କାନ୍ଥ ଫାଟରୁ ବାହାରି ଗର୍ଜନ କରୁଥିବାର ଯାତ୍ରୀମାନେ ଦେଖିଥିଲେ ଏବଂ ଭୟଭୀତ ହୋଇଥିଲେ।
https://youtu.be/5_GaIkTOotg
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ସର୍ବାଧିକ ପ୍ରସାରିତ ହେଉଥିବା ଖବରକାଗଜର ମାଲିକଙ୍କୁ ଗିରଫ କଲା ଇଡି
ଶାହଙ୍କ ଗିରଫଦାରୀକୁ ରାଜନୀତିକ ଝଡ଼ ଦେଖାଦେଇଛି। କଂଗ୍ରେସ ଓ ଆପ୍ ଗୁଜରାଟରେ କ୍ଷମତାସୀନ ବିଜେପି ସରକାର କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ଗଣମାଧ୍ୟମକୁ ଡରାଇବା ଓ ଏହାର ସ୍ୱର ଚାପି ଦେବାକୁ ଚେଷ୍ଟା କରୁଥିବା କହିଛନ୍ତି।

National
ଅପରେସନ ସିନ୍ଦୂର: ଭାରତର ସାମରିକ ଶକ୍ତିକୁ ମିଳିବ ୫୦ ହଜାର କୋଟିର ବଳ
ଏପ୍ରିଲ ୨୨ ପହଲଗାମ ନରସଂହାରର ବଦଲା ନେବାକୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ତିକ୍ତତା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜର ସାମରିକ ଶକ୍ତିକୁ ଅଧିକ ସଶକ୍ତ କରିବାକୁ ଚାହୁଁଛନ୍ତି।

National
ଭୁଜ ଏୟାରବେସ୍ରୁ ପାକିସ୍ତାନକୁ ରାଜନାଥଙ୍କ କଡ଼ା ବାର୍ତ୍ତା: ଟ୍ରେଲର ଦେଖିଛ, ଫିଲ୍ମ ବାକି ଅଛି
ରାଜନାଥ ଆଜି ଭୁଜରେ ପହଞ୍ଚି ବାୟୁ ବୀରଙ୍କୁ ଭେଟିଛନ୍ତି। ଅରପେସନ ସିନ୍ଦୂରରେ ଭାରତୀୟ ବାୟୁ ସେନାର ପରାକ୍ରମକୁ ସେ ପ୍ରଶଂସା କରି ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଧୋଇଛନ୍ତି।

Crime
ଡ୍ରେନ ବିବାଦରୁ ଗଣ୍ଡଗୋଳ: ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ଯୁବକ
ମୃତ ବିମଳା ଦେବୀଙ୍କ ସ୍ୱାମୀ ମନୋଜ କୁମାର ସିଂହ ଜଣେ ସରକାରୀ ସ୍କୁଲର ଶିକ୍ଷକ। ଆକ୍ରମଣରେ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଛି।

National
ଅସଂଗଠିତ କ୍ଷେତ୍ର ପାଇଁ ସୁରକ୍ଷିତ ଅବସର ଅଟଳ ପେନସନ ଯୋଜନା
ଅସଂଗଠିତ କ୍ଷେତ୍ରରେ ଗରିବ ଏବଂ ଅବହେଳିତ ଶ୍ରମିକଙ୍କ ପାଇଁ ଲକ୍ଷ୍ୟ ରଖାଯାଇଥିବା, ଏହି ଯୋଜନା ଭାରତରେ ସବୁଠାରୁ ଅନ୍ତର୍ଭୁକ୍ତ ଏବଂ ସୁଗମ ସାମାଜିକ ସୁରକ୍ଷା ଯୋଜନା ମଧ୍ୟରୁ ଗୋଟିଏ ଭାବରେ ଉଭା ହୋଇଛି।