୧୭ରେ ଓଡ଼ିଶା ଆସୁଛନ୍ତି ବିଜେପିର ଓଡ଼ିଶା ପ୍ରଭାରୀ ସୁନୀଲ ବନସଲ। ଭେଟିବେ ନେତାଙ୍କୁ, କରିବେ ଆଲୋଚନା, ମାଗିବେ ଜବାବ। ବିଜେପିର ହାୱା ଥିଲେ ମଧ୍ୟ କେମିତି ଦଳ ହାରିଲା ପଦ୍ମପୁରରେ? ୨୪ ପାଇଁ କରିବେ ପ୍ରସ୍ତୁତି, କହିବେ କ’ଣ ହେବ ଦଳର ଆଗାମୀ ରଣନୀତି। ବିଜେଡି ବିଜେପି ମଧ୍ୟରେ କିଭଳି ରହିବ ସମ୍ପର୍କ? ଆଗକୁ କେତେ ଆକ୍ରାମକ ହେବ ଦଳ?
https://youtu.be/2kzJEoEVQhQ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।