ସ୍କୁଲରେ ତାଲା, ପିଏମଜିରେ ପାଲା

ମନ୍ତ୍ରୀ ନିଦାବିଷ୍ଣୁ, ବାବୁ ବେଫିକର। ନିଆଁ ଲଗାଇ ବସିଗଲେ ସରକାର। ଠିକା ଯୁଗକୁ ବାଏ ବାଏ କହିବା ମହଙ୍ଗା ହେଉଛି କି? ପାତରଅନ୍ତର ନୀତିକୁ କେହି ଆଉ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଲକ୍ଷାଧିକ ଶିକ୍ଷକ ରାତି ଦିନ ଏକ କରି ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ଯାଏ ପାଦେ ବି ପଛକୁ ଫେରିବେ ନାହିଁ ବୋଲି ନେଇଛନ୍ତି ବଜ୍ର ନିଷ୍ପତ୍ତି।

pmg

Debendra Prusty
  • Published: Wednesday, 30 November 2022
  • , Updated: 30 November 2022, 10:43 AM IST

ମନ୍ତ୍ରୀ ନିଦାବିଷ୍ଣୁ, ବାବୁ ବେଫିକର। ନିଆଁ ଲଗାଇ ବସିଗଲେ ସରକାର। ଠିକା ଯୁଗକୁ ବାଏ ବାଏ କହିବା ମହଙ୍ଗା ହେଉଛି କି? ପାତରଅନ୍ତର ନୀତିକୁ କେହି ଆଉ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି। ଲକ୍ଷାଧିକ ଶିକ୍ଷକ ରାତି ଦିନ ଏକ କରି ଧାରଣାରେ ବସିଛନ୍ତି। ଦାବି ପୂରଣ ନହେବା ଯାଏ ପାଦେ ବି ପଛକୁ ଫେରିବେ ନାହିଁ ବୋଲି ନେଇଛନ୍ତି ବଜ୍ର ନିଷ୍ପତ୍ତି।

https://youtu.be/vdugPdCHAKk

Related story