ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଉଛି। ଉପର ମୁଣ୍ଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ପବନର ବେଗ ମଧ୍ୟ ରାତିରେ ୫୦ କିମିରୁ ଉର୍ଦ୍ଧ୍ବ ଥିବା ବେଳେ ବିଭିନ୍ନ ସ୍ଥାନରେ ଗଛ ପଡିଥିବା ଜଣାପଡିଛି। ବାରିପଦା ରେଳଷ୍ଟେସନରେ ମଧ୍ୟ ଗଛ ପଡିଥିବାରୁ ରେଳ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ବାରିପଦା ଷ୍ଟେସନ ରେ ଅଟକି ରହିଛି ବାଙ୍ଗିରିପୋଷି, ଭୁବନେଶ୍ୱର ସୁପର୍ ଫାଷ୍ଟ ସହ ବାରିପଦା ବାଲେଶ୍ବର ଡିଏମ୍ ୟୁ ଟ୍ରେନ। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରେନ ଲାଇନ କାମ କରିବା ପାଇଁ କର୍ମଚାରୀ ମାନେ ଲାଗିଛନ୍ତି।
https://www.youtube.com/watch?v=FG3folELNb8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ହତ୍ୟା ଘଟଣା; ଦୁଷ୍କର୍ମ କରିନି କହିଲା ଅଭିଯୁକ୍ତ
ଟ୍ୟୁସନରୁ ଫେରିବା ବେଳେ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।
Politics
ଆପ୍ ନେତାଙ୍କୁ ଅକାଳି ଦଳ ନେତାଙ୍କ ଗୁଳିମାଡ଼, ଡାକ୍ତରଖାନାରେ ଭର୍ତ୍ତି
ଶିରୋମଣି ଅକାଳୀ ଦଳର ଜଣେ ନେତା ଆପର ଜଣେ ନେତାଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି।
National
ମଞ୍ଚ ଉପରେ 'ରାମ'ଙ୍କୁ ହାର୍ଟ ଆଟାକ୍, ଟଳି ପଡ଼ିଲେ
ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଭାଇରାଲ ହେବାରେ ଲାଗିଛି।
National
ତିରୁପତି ପ୍ରସାଦରୁ ବାହାରିଲା ପୋକ!
ପ୍ରସାଦରେ ପୋକ ଥିବା ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହି ଟିଟିଡି ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି।
National
ଘରେ ଲାଗିଲା ନିଆଁ, ଗୋଟିଏ ପରିବାର ୭ ଜଳିଗଲେ
ଦୋକାନରେ ସଟ୍ ସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।