‘ସତ୍ୟବାଦୀ ପାଇଁ କାମ କର ନହେଲେ ଶାଶୁଘର ରାଗିବେ‘

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ସତ୍ୟବାଦୀ ପାଇଁ କାମ କର ନହେଲେ ଶାଶୁଘର ଲୋକେ ରାଗିବେ।

aparajita

Debendra Prusty
  • Published: Saturday, 03 December 2022
  • , Updated: 03 December 2022, 11:26 AM IST

ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି ସତ୍ୟବାଦୀ ପାଇଁ କାମ କର ନହେଲେ ଶାଶୁଘର ଲୋକେ ରାଗିବେ।

https://youtu.be/CrdzuWaatQg

Related story