Advertisment

ମନ୍ତ୍ରୀଙ୍କୁ ଡରିଗଲେ!

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଛକ ନିକଟରେ ପୁଲିସ ନିୟମ ଅନୁଯାୟୀ ବିଭିନ୍ନ ଗାଡିକୁ ଚେକିଂ କରୁଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ମଧ୍ୟ ଚେକିଂ କରିବା ପାଇଁ ଅଟକାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ପୁଲିସ ଚେକିଂ କରିବାକୁ ଅଟକାଇବାର ଭିଡିଓ ଭାଇରାଲ ହେଉଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଛକ ନିକଟରେ ପୁଲିସମାନେ ନିୟମ ଅନୁଯାୟୀ ବିଭିନ୍ନ ଗାଡିକୁ ଚେକିଂ କରୁଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ମଧ୍ୟ ଚେକିଂ କରିବା ପାଇଁ ଅଟକାଇଥିଲେ। ହେଲେ ହଠାତ ମନ୍ତ୍ରୀ ନାଲି ଆଖି ଦେଖାଇ ଧମକ ଦେବାରୁ ପୁଲିସ ଡରିକି ଛାଡିଦେଇଥିବା ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment