ମନ୍ତ୍ରୀଙ୍କୁ ଡରିଗଲେ!

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଛକ ନିକଟରେ ପୁଲିସ ନିୟମ ଅନୁଯାୟୀ ବିଭିନ୍ନ ଗାଡିକୁ ଚେକିଂ କରୁଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ମଧ୍ୟ ଚେକିଂ କରିବା ପାଇଁ ଅଟକାଇଥିଲେ।

Jitendra Garnayak
  • Published: Saturday, 18 May 2024
  • Updated: 18 May 2024, 04:52 PM IST

ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ିକୁ ପୁଲିସ ଚେକିଂ କରିବାକୁ ଅଟକାଇବାର ଭିଡିଓ ଭାଇରାଲ ହେଉଛି। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଛକ ନିକଟରେ ପୁଲିସମାନେ ନିୟମ ଅନୁଯାୟୀ ବିଭିନ୍ନ ଗାଡିକୁ ଚେକିଂ କରୁଥିବା ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡ଼ି ମଧ୍ୟ ଚେକିଂ କରିବା ପାଇଁ ଅଟକାଇଥିଲେ। ହେଲେ ହଠାତ ମନ୍ତ୍ରୀ ନାଲି ଆଖି ଦେଖାଇ ଧମକ ଦେବାରୁ ପୁଲିସ ଡରିକି ଛାଡିଦେଇଥିବା ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos