‘ମେୟରଙ୍କ କଥା ବଡ଼, କାମ ଜିରୋ’

  • Published: Saturday, 15 July 2023
  • , Updated: 15 July 2023, 02:04 PM IST

ଅସରାଏ ବର୍ଷାରେ ବେହାଲ୍ କଟକ । ରାଜରାସ୍ତାରେ ପାଣିର ସୁଅ । କଟକ ରାଉସାପାଟଣା ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ଘର ଭିତରେ ପଶିଲା ଡ୍ରେନ୍‌ ପାଣି। ସ୍ଥାନୀୟ ଲୋକ ଅସନ୍ତୋଷ। ମେୟରଙ୍କ କଥା ବଡ଼ କାମ ଜିରୋ ବୋଲି କହିଛନ୍ତି କଟକବାସୀ।

Related story