ତାତିରେ ଲାଗୁନି ବ୍ରେକ୍‌; ଭୁବନେଶ୍ୱରକୁ ଅରେଞ୍ଜ, କଟକକୁ ରେଡ ଆଲର୍ଟ

ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । 

HeaT Wave

Representational Image

Niharika Rout
  • Published: Monday, 29 April 2024
  • Updated: 29 April 2024, 01:40 PM IST

Sports

Latest News

ଅସହ୍ୟ ତାତିରେ ଲାଗୁନି ବ୍ରେକ୍‌। ସୂର୍ଯ୍ୟକୋପରେ ଜଳୁଛି ପୂରା ଓଡ଼ିଶା। ତତଲା କଡେଇରେ ଭାଜି ହେଉଛି ସମଗ୍ର ରାଜ୍ୟ । ଉପକୂଳରୁଠୁ ଉପାନ୍ତ ଯାଏ ସବୁଠି କେବଳ ନିଆଁ ବର୍ଷା।

ଭୀଷଣ ଗ୍ରୀଷ୍ଣ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆଜି ଦିନ ସାଢ଼େ ୧୧ ସୁଦ୍ଧା ୪୧ ଡିଗ୍ରୀ ଟପିଯାଇଛି ତାପମାତ୍ରା ।

ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୪୧ ଡିଗ୍ରୀ , ଭୁବନେଶ୍ୱର ୪୦.୪, ଝାରସୁଗୁଡ଼ା ୩୯.୮ ଡିଗ୍ରୀ, ହୀରାକୁଦ ୩୯, ରାଉରକେଲା ୩୯, ସମ୍ବଲପୁରରେ ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ଏହାବାଦ ଚାନ୍ଦବାଲିରେ ୩୮.୨ ଡିଗ୍ରୀ ,ପୁରୀରେ ୩୩.୮, ଗୋପାଳପୁରରେ ୩୩.୨ ଓ ପାରାଦୀପରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Also Read

ଭୁବନେଶ୍ୱର ପାଣିପାଗ ବିଭାଗର ଆକଳନ ଅନୁଯାୟୀ,ଏବେ ତାତିରୁ ମିଳିବନି ତ୍ରାହି। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିବ । ମେ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ର ପ୍ରଭାବ ରହିବ ।

ଏହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିପାରେ। ମାତ୍ର ଏହାଦ୍ୱାରା ବିଶେଷ ଆଶ୍ୱସ୍ତି ଲାଭ ହେବନି। କାରଣ ଆଦ୍ରତା ପ୍ରଭାବରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ । ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story