/odisha-reporter/media/post_attachments/uploadimage/library/16_9/16_9_0/Heat_Wave_1714041301.jpg)
Heat Wave
ଦୁଇ ତିନି ଦିନର ସାମାନ୍ୟ ଆଶ୍ୱସ୍ତି ପରେ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ଣ ଲହରି। ଗରମ କଢେଇରେ କଳବଳ ହେଉଛନ୍ତି ରାଜ୍ୟବାସୀ। ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା ରେକର୍ଡ କରାଯାଇଛି।
Advertisment
ଆଜି ଦିନ ସାଢ଼େ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ା ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଝାରସୁଗୁଡ଼ାରେ ତାତି ୪୩.୬ ଡିଗ୍ରୀ ସେଲସିୟସ୍ ରହିଛି। ସେହିପରି ଭୁବନେଶ୍ୱର ୪୨.୨ ଡିଗ୍ରି, ହୀରାକୁଦ ୪୨.୨ ଡିଗ୍ରି, ସମ୍ବଲପୁର ୪୨.୨ ଡିଗ୍ରି, କେନ୍ଦୁଝର ୪୧.୮ ଡିଗ୍ରି, ଚାନ୍ଦବାଲି ୪୧.୮ ଡିଗ୍ରି, ରାଉଲକେଲା ୪୧,୪ ଡିଗ୍ରି, ବାଲେଶ୍ୱର ୪୧ ଡିଗ୍ରି, ପୁରୀ ୩୫ ଡିଗ୍ରି, ଗୋପାଳପୁର ୩୪.୮ ଡିଗ୍ରି, ପାରାଦ୍ୱୀପ ୩୪. ୨ ଡିଗ୍ରି ଉତପ୍ତ ସହର ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
