ଯାଜପୁର ଜିଲ୍ଲା ସାରୋଇ ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଏକ ହାଇୱାକୁ ପଛପଟୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରକୁ ଚଢ଼ିଯିବା ଫଳରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ବସ୍ଟି ଭୁବନେଶ୍ଵରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା। ବସ୍ରେ ୪୦ରୁ ଅଧିକ ଲୋକ ବସିଥିଲେ। ଦିନ ପ୍ରାୟ ୧୨ଟା ବେଳେ ସାରୋଇ ଛକ ନିକଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
Also Read
ଚଣ୍ଡିଖୋଲ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଓ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଧର୍ମଶାଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଣ ବଜାରରେ ଭୟଙ୍କର ବିସ୍ଫୋରଣ, ପାଉଁଶ ହୋଇଗଲା ୬୬ ଦୋକାନ
ବାଣ ବଜାରରେ ନିଆଁ ଲାଗି ଜଳିଗଲା ୬୬ ଦୋକାନ। ଭୟଙ୍କର ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ୪ ଦମକଳ ବାହିନୀ।
Accident
ବାଣ ବିସ୍ଫୋରଣରେ ୩ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର
ଗୁଲା ଓ ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।
Accident
ଦୀପାବଳି ପାଇଁ ପୁଅକୁ ଧରି ସ୍ୱାମୀ ଗାଁକୁ ଯିବା ପରେ...
ଆଜି ଦୀପାବଳି ଥିବାରୁ କୁସୁମୁଗୁଡ଼ା ଯିବାକୁ ସ୍ୱାମୀ ଗୋପାଳକୃଷ୍ଣ ବିଷୋୟୀ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରି ଦେଇଥିଲେ।
National
ଦୀପାବଳି ପାଳିବାକୁ ନେଉଥିବା ବାଣ ଅଧା ବାଟରେ ସାଜିଲା କାଳ; ଜଣେ ମୃତ, ୬ ଗୁରୁତର
ଦୀପାବଳି ପାଳିବାକୁ ବାଇକରେ ବାଣ ନେଉଥିବାବେଳେ ଅଧାବାଟରେ ଘଟିଲା ବିସ୍ଫୋରଣ। ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।