ରାସ୍ତାକଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ

ଆଜି ସକାଳେ ମାଲ ବୋଝେଇ ଟ୍ରକ୍‌ଟି ତେଲେଙ୍ଗାନାରୁ‌ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା

Road Accident PhotoOR

ଦୁର୍ଘଟଣାଗ୍ରସ୍ତ ଗାଡ଼ି

Tapaswini Nayak
  • Published: Monday, 29 April 2024
  • Updated: 29 April 2024, 12:00 PM IST

Sports

Latest News

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ମାଲ ବୋଝେଇ ଟ୍ରକ। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଡଘାଟି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଟ୍ରକ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ମାଲ ବୋଝେଇ ଟ୍ରକ୍‌ଟି ତେଲେଙ୍ଗାନାରୁ‌ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା। ବଡଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। କ୍ୟାବିନରେ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ।

Also Read

ପୁଲିସ ପହଞ୍ଚି କ୍ୟାବିନକୁ କାଟି ଡ୍ରାଇଭରକୁ ଉଦ୍ଧାର କରିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story