୨୭ ନଭେମ୍ବର, ରବିବାର: ବ୍ୟବସାୟରେ ଅଚଳାବସ୍ଥା ଦୂର ହେବ

ମେଷ:ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ ହେବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। ବୃଷ:ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ମିତ୍ରଙ୍କ ଠାରୁ ସହଯୋଗ ମିଳିବ। ରାଜନୀତିକ କ୍ଷେତ୍ରରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ବାଦବିବାଦ, ପରୀକ୍ଷା ଓ ପ୍ରତିଯୋଗିତା ଆଦିରେ ସଫଳ ହେବେ। ମିଥୁନ:ଶିକ୍ଷାକ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂରଣ ହେବ। ମାନସିକ ସ୍ଥିରତା ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର […]

Horoscope

  • Published: Sunday, 27 November 2022
  • , Updated: 27 November 2022, 07:26 AM IST

ମେଷ:ସାହିତ୍ୟ, କଳା, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ର ସହିତ ଜଡ଼ିତ ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ ହେବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ବୃଷ:ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ମିତ୍ରଙ୍କ ଠାରୁ ସହଯୋଗ ମିଳିବ। ରାଜନୀତିକ କ୍ଷେତ୍ରରେ ମାନପ୍ରତିଷ୍ଠା ବୃଦ୍ଧି ପାଇବ। ବାଦବିବାଦ, ପରୀକ୍ଷା ଓ ପ୍ରତିଯୋଗିତା ଆଦିରେ ସଫଳ ହେବେ।

ମିଥୁନ:ଶିକ୍ଷାକ୍ଷେତ୍ରରେ ଉଚ୍ଚାକାଂକ୍ଷା ପୂରଣ ହେବ। ମାନସିକ ସ୍ଥିରତା ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହାୟତାରେ ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବ୍ୟବସାୟୀମାନେ ପ୍ରଚୁର ଲାଭବାନ୍ ହେବେ। ସମସ୍ତ ସମସ୍ୟାର ଶାନ୍ତିପୂର୍ବକ ସମାଧାନ କରିପାରିବେ।

ସିଂହ:ସହନଶୀଳତା ଗୁଣ ଯୋଗୁ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ।
ରାଜନୀତିରେ ଶତ୍ରୁ ଓ ବିରୋଧୀ ମାନଙ୍କୁ ପରାସ୍ତ କରି ବିଜୟୀ ହେବେ।

କନ୍ୟା: ହୋଇପାରୁ ନଥିବା କାମକୁ ଆଜି ଧୈର୍ଯ୍ୟର ସହ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ଅଚଳାବସ୍ଥା ଦୂର ହେବ।  ନିକଟସ୍ଥ ସ୍ଥାନକୁ ଭ୍ରମଣରେ ଯିବେ।

ତୁଳା:ଆପଣଙ୍କ ବ୍ୟକ୍ତିତ୍ୱ ବିକଶିତ ହେବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ କୌଶଳକ୍ରମେ ତା’ର ସମାଧାନ କରିବେ। ବ୍ୟବସାୟରେ ସଫଳତା ଅର୍ଜନ କରି ଆଶାତୀତ ଲାଭ ଉଠେଇବେ।

ବିଛା:ସନ୍ତାନଙ୍କ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ। ମାନସିକ ସ୍ଥିରତା ଦେଖା ଦେବ। ଖେଳରେ ପ୍ରଶଂସିତ ହେବେ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ଶାନ୍ତି ଦେଖାଦେବ। ସୁଯୋଗକୁ ହାତ ଛଡ଼ା ନ କରିବା ଉଚିତ। କାରଣ ଆଜି ସବୁକ୍ଷେତ୍ରରେ ଆପଣଙ୍କର ଶୁଭଫଳ ପ୍ରାପ୍ତି ହେବ।

ମକର:ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ। ବାଦବିବାଦ, ପରୀକ୍ଷା ଓ ପ୍ରତିଯୋଗିତା ଆଦିରେ ସଫଳତା ମିଳିବ।

କୁମ୍ଭ:ଉଚିତ ପନ୍ଥା ଗ୍ରହଣ କଲେ ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। ରାଜନୀତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

ମୀନ: ମାନସିକ ସ୍ଥିରତା ଦେଖାଦେବା। କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହଯୋଗରେ ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆୟ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ।

Related story