ଦୀପିକା ଭୁଲ କି ଦିନେଶ ଭୁଲ୍ ତାହାର ତର୍ଜମା କରିବା ଲାଗି ନ୍ୟାୟ ବ୍ୟବସ୍ଥା ଅଛି କିନ୍ତୁ ଦୀପିକାଙ୍କ କୋଳରେ ବଢ଼ୁ୍ଥିବା ନିରୀହ ନିଷ୍ପାପ କୋମଳବତୀ ଶୁଶିର ଭୁଲ କଣ ଥିଲା ? ସେ କାହିଁକି ଯନ୍ତ୍ରଣା ଭୋଗୁଛନ୍ତି ? ବାପା-ମାଆଙ୍କ ଭୁଲ ପାଇଁ କୁନି ପିଲାଟି କାହିଁକି ଶାସ୍ତି ପାଉଛି ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭୁବନେଶ୍ୱରରେ ନାବାଳିକାଙ୍କ ସାଂଘାତିକ କାର୍ଯ୍ୟ; ସାଙ୍ଗକୁ ନରରାକ୍ଷସଙ୍କ ମୁହଁକୁ ଠେଲି ଦେଲେ
ଜଣେ ନାବାଳିକାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଆଉ ୨ ଜଣଙ୍କୁ ଅଟକ ରଖିଛି।
Crime
ରୁଟି ଦେବାକୁ ମନା କରିବାରୁ ଚତୁର୍ଥ ମହଲାରୁ ଶ୍ରମିକଙ୍କୁ ଠେଲି ହତ୍ୟା
ରୁଟି ଦେବାକୁ ମନା କରିବାରୁ ଶ୍ରମିକଙ୍କୁ ଫ୍ୟାକ୍ଟ୍ରିର ଚତୁର୍ଥ ମହଲାରୁ ତଳକୁ ଠେଲି ହତ୍ୟା କରାଯାଇଛି। ରାଜଧାନୀ ଦିଲ୍ଲୀରୁ ଆସିଛି ଲୋମହର୍ଷଣକାରୀ ମାମଲା। ଅଭିଯୁକ୍ତ ଗିରଫ।
Crime
ସାମ୍ବାଦିକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା, ପାଖରେ ଥିବା ବିଜେପି ନେତା ଆହତ
ଘଟଣା ବେଳେ ଦିଲୀପଙ୍କ ପାଖରେ ତାଙ୍କ ବନ୍ଧୁ ତଥା ବିଜେପି ନେତା ଶାହିଦ ଖାନ ଉପସ୍ଥିତି ଥିଲେ। ସେ ମଧ୍ୟ ଛୁରା ମାଡ଼ରେ ଗୁରୁତର ଆହତ ହୋଇଛନ୍ତି।
Crime
ରାଜଧାନୀରେ ‘ମୋ ବସ୍’ ଡ୍ରାଇଭରଙ୍କ ଉତ୍ପାତ, ଅଳ୍ପକେ ବର୍ତ୍ତିଲେ ସାମ୍ବାଦିକା
ମଙ୍ଗଳବାର ଦିନ ‘ମୋ ବସ୍’ ଚକା ତଳେ ଯାଇଥିଲା ଜଣେ ମହିଳା ଯାତ୍ରୀଙ୍କ ଜୀବନ।