ସରକାରୀ ସହାୟତା ହଡ଼ପ ପାଇଁ କାଗଜପତ୍ରରେ ମାରିଦେଲେ । କାଗଜପତ୍ର ଅସଲି କି ନକଲି ଦେଖିବାର ନାହିଁ, ଆଖି ବୁଜା ଦସ୍ତଖତ ମାରିଦେଲେ । ଟଙ୍କା ଏତେ ନିଅଣ୍ଟ ପଡ଼ିଲା ଯେ ଶେଷରେ ଜୀବିତ ଲୋକଙ୍କୁ ମାରିଦେବାକୁ ପଛାଇଲେନି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।