ଶିକାର କରି ଫେରୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ

ଗିରଫ ହୋଇଥିବା ଶିକାରୀଙ୍କଠାରୁ ୯ଟି ବନ୍ଧୁକ ଓ ସମ୍ୱର ମାଂସ ଜବତ କରିଛି। ଫେରାର ହୋଇଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଉଛି। ଖୁବ୍‌ ଶୀଘ୍ର ଶିକାରୀମାନଙ୍କୁ ଗିରଫ କରାଯିବ ବୋଲି ବନ ବିଭାଗ କହିଛି।

Baripada PhotoOR

ଶିମିଳିପାଳ ଅଭୟାରଣ୍ୟରୁ ଗିରଫ ହୋଇଥିବା ଅଭିଯୁକ୍ତ

Manoranjan Sial
  • Published: Saturday, 30 March 2024
  • Updated: 30 March 2024, 04:06 PM IST

Sports

Latest News

ଶିମିଳିପାଳ ଅଭୟରଣ୍ୟର ଡୁକୁରା ରେଞ୍ଜରୁ ୯ ଜଣ ଶିକାରୀଙ୍କୁ ଗିରଫ କରିଛିନ୍ତି ଶିମିଳିପାଳପାଳ ବନ ବିଭାଗ। ଶିକାରୀଙ୍କଠାରୁ ୩୦ କେଜି ସମ୍ବର ମାଂସ ଓ ୯ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁବନ ବିଭାଗ ଉଦ୍ୟମ ଚଳାଇଛି।

Also Read

ଶୁକ୍ରବାର ବିଳମ୍ୱିତ ରାତିରେ ୪୦ରୁ ଅଧିକ ଶିକାରୀ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳ ଭିତରକୁ ଯାଇଥିଲେ। ଆଉ ଗୋଟିଏ ସମ୍ୱର ଶିକାର କରିଥିଲେ। ଶିକାର ପରେ ସମ୍ୱରକୁ ଧରି ଶିକାରୀମାନେ ଘରକୁ ଫେରୁଥିଲେ। ବିଶେଷସୂତ୍ରରୁ ଖବର ପାଇ ଶିମିଳିପାଳ ଟାଇଗର ରିଜର୍ଭ ଅଧିକାରୀଙ୍କ ନେତୃତ୍ୱର ଏକ ଟିମ୍‌ ଯେନାବିଲ ରେଞ୍ଜରେ ଚଢ଼ଉ କରିଥିଲା। ସେହି ସମୟରେ ୯ ଜଣ ଶିକାରୀଙ୍କୁ ମାଡ଼ି ବସିଥିଲା ବନ ବିଭାଗ। ତେବେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story