ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି

ଲୋକସଭା ଅଧିବେଶନ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପ୍ରବେଶ କଲେ ୨ ଅଜ୍ଞାତ ଯୁବକ।

Manoj Swain
  • Published: Wednesday, 13 December 2023
  • Updated: 13 December 2023, 02:32 PM IST

Sports

Latest News

ଲୋକସଭାରେ ପ୍ରବେଶ କଲେ ଅଜ୍ଞାତ ଯୁବକ। ଲୋକସଭା ଅଧିବେଶନ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଭାଙ୍ଗି ପ୍ରବେଶ କଲେ ୨ ଅଜ୍ଞାତ ଯୁବକ। ତାଙ୍କ ହାତରେ କିଛି ଗ୍ୟାସ ନିର୍ଗତ ସାମଗ୍ରୀ ବି ଥିବା ଜଣାଯାଇଛି। ତେବ ସେମାନଙ୍କ ପରିଚୟ ମିଳିପାରିନି। ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos