ମା'କୁ ଜିଅଁନ୍ତା ଜାଳିଦେଲା ଜେଲ ଫେରନ୍ତା ପୁଅ !

ଜେଲ ଫେରନ୍ତା ଜହ୍ଲାଦର ବର୍ବରକାଣ୍ଡ। ଯେଉଁ ମା’ ତାକୁ ଜନ୍ମ କରି ଛୋଟରୁ ବଡ଼ କରିଥିଲା, ତା’କୁ ହିଁ ସେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି।

Manoj Swain
  • Published: Monday, 02 October 2023
  • Updated: 02 October 2023, 06:00 PM IST

Sports

Latest News

ଜେଲ ଫେରନ୍ତା ଜହ୍ଲାଦର ବର୍ବରକାଣ୍ଡ। ଯେଉଁ ମା’ ତାକୁ ଜନ୍ମ କରି ଛୋଟରୁ ବଡ଼ କରିଥିଲା, ତା’କୁ ହିଁ ସେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏପରି ଏକ ଭୟଙ୍କର ଘଟଣା କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତର ଖଜୁରୀସାହିରେ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ପୁଅକୁ ଟିକାବାଲି ଥାନା ପୁଲିସ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos