କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା ?

ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଜଲେଶପଟ୍ଟା ଆଶ୍ରମକୁ ଧସେଇ ପଶନ୍ତି ୨୫ ଜଣ ମୁଖା ପିନ୍ଧା ବ୍ୟକ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।

Manoj Swain
  • Published: Thursday, 07 September 2023
  • Updated: 07 September 2023, 11:08 AM IST

Sports

Latest News

ସେଦିନ ବି ଥାଏ ଜନ୍ମାଷ୍ଟମୀ । ତାରିଖ ୨୦୦୮ ଅଗଷ୍ଟ ୨୩ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ଆଡମ୍ବରରେ କରିବାକୁ ଚାଲିଥାଏ ପ୍ରସ୍ତୁତି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମ ବି ହୋଇଥାଏ ଉତ୍ସବ ମୁଖର । ଦିନଭରି ଅନେକ କାର୍ଯ୍ୟକ୍ରମ ଚାଲିଥାଏ । ଆଉ ସବୁ କାର୍ଯ୍ୟକ୍ରମକୁ ସଫଳ କରିଥାନ୍ତି ଆଶ୍ରମ ମୁଖ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ଏହାପରେ ସଂଧ୍ୟାରେ ମଧ୍ୟ ଆଶ୍ରମରେ କାର୍ଯ୍ୟକ୍ରମ ଚାଲିଥାଏ । ଆଉ ଏହି ସମୟରେ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଜଲେଶପଟ୍ଟା ଆଶ୍ରମକୁ ଧସେଇ ପଶନ୍ତି ୨୫ ଜଣ ମୁଖା ପିନ୍ଧା ବ୍ୟକ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos