ଭୁଶୁଡିଗଲା 5ଟି ସ୍କୁଲର ପାଚେରୀ

ନିର୍ମାଣକୁ ବର୍ଷେ ବି ପୁରିଲାନି । ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ୫ଟି ସ୍କୁଲର ପାଚେରୀ । ଏଭଳି ଘଟଣା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ହାଇସ୍କୁଲରେ ଦେଖିବାକୁ ମିଳିଛି ।

Manoj Swain
  • Published: Friday, 04 August 2023
  • Updated: 04 August 2023, 04:45 PM IST

ନିର୍ମାଣକୁ ବର୍ଷେ ବି ପୁରିଲାନି । ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ୫ଟି ସ୍କୁଲର ପାଚେରୀ । ଏଭଳି ଘଟଣା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ହାଇସ୍କୁଲରେ ଦେଖିବାକୁ ମିଳିଛି। ଅତି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁ ସ୍କୁଲର ପାଚେରୀ ଭାଙ୍ଗି ଯାଇଛି। ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁ ଏଭଳି ହୋଇଥିବା ନେଇ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos