‘ଦ୍ରିଶ୍ୟମ୍’ର ଟ୍ରେଲର ରିଲିଜ୍

ମୁମ୍ବାଇ: ରିଲିଜ ହୋଇଛି ଅଜୟ ଦେବଗନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଦ୍ରିଶ୍ୟମ୍’ର ଟ୍ରେଲର । ରିଲିଜି ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ୨୦୧୩ରେ ନିର୍ମିତ ମାଲାୟଲମ୍ ଫିଲ୍ମ ‘ଦ୍ରିଶ୍ୟମ୍’ର ଏହା ହେଉଛି ରିମେକ୍ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଜୟ ଦେବଗନ । ତାଙ୍କ ସହ ଯୋଡି ବନାଇଛନ୍ତି ସାଉଥ୍ ସୁନ୍ଦରୀ ଶ୍ରିୟା ସରନ୍। ଏକ ଦମଦାର ଚରିତ୍ରରେ ଅଛନ୍ତି ତବୁ। ଏଥିରେ ଖାକି ବର୍ଦ୍ଦିରେ ନଜର ଆସିବେ ତବୁ […]

fliam

fliam

Rakesh Mallick
  • Published: Friday, 05 June 2015
  • Updated: 05 June 2015, 10:39 AM IST

Sports

Latest News

ମୁମ୍ବାଇ: ରିଲିଜ ହୋଇଛି ଅଜୟ ଦେବଗନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ଦ୍ରିଶ୍ୟମ୍’ର ଟ୍ରେଲର । ରିଲିଜି ପୂର୍ବରୁ ଏହି ଫିଲ୍ମକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ୨୦୧୩ରେ ନିର୍ମିତ ମାଲାୟଲମ୍ ଫିଲ୍ମ ‘ଦ୍ରିଶ୍ୟମ୍’ର ଏହା ହେଉଛି ରିମେକ୍ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଜୟ ଦେବଗନ । ତାଙ୍କ ସହ ଯୋଡି ବନାଇଛନ୍ତି ସାଉଥ୍ ସୁନ୍ଦରୀ ଶ୍ରିୟା ସରନ୍। ଏକ ଦମଦାର ଚରିତ୍ରରେ ଅଛନ୍ତି ତବୁ। ଏଥିରେ ଖାକି ବର୍ଦ୍ଦିରେ ନଜର ଆସିବେ ତବୁ । ଜୁନ୍ ୩୧ରେ ପରଦାକୁ ଆସୁଛି ‘ଦ୍ରିଶ୍ୟମ୍’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story