ସହର ସତେ ଯେମିତି ମହ ମହ ବାସୁଛି । କାରଣ ବର୍ଷଟାଯାକ ସମସ୍ତେ ଯାହାକୁ ଅନେଇ ବସିଥାନ୍ତି, ସେଇ ମା' ଜଗତଜନନୀ ଆସୁଛନ୍ତି, ଆଉ ଦୁର୍ଗାପୂଜା ଆୟୋଜନ ପାଇଁ କଟକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା। କୁହାଯାଏ ପ୍ରଥମେ ବାଲୁବଜାର ବିନୋଦ ବିହାରୀ ପୂଜା ମଣ୍ଡପରେ ୧୫୦୯ ମସିହାରେ ଆରମ୍ଭ ହୋଇଥିଲା ସାର୍ବଜନୀନ ଦୁର୍ଗାପୂଜା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା
ଚଳିତ ବର୍ଷ ବିଭିନ୍ନ ଶ୍ରମିକ ସଂଗଠନ ଏବଂ ବନ୍ଦରର ବିଭିନ୍ନ ବିଭାଗ, ଧୁମଧାମର ସହ ବିଶ୍ୱକର୍ମା ପୂଜାର ଆୟୋଜନ କରିଛନ୍ତି।
Events & Festivals
ଆଜି ବିଶ୍ୱବିନ୍ଧାଣୀ ବିଶ୍ୱକର୍ମାଙ୍କ ପୂଜା, ସବୁଠି ଉତ୍ସାହ
ସାରା ରାଜ୍ୟରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି । ମୁଖ୍ୟତଃ କଳକାରଖାନା ସହ ବିଭିନ୍ନ ଅନୁଷ୍ଠାନରେ ଏହି ପୂଜାକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି।
Events & Festivals
ଓଜୋନ ଦିବସ: ପୃଥିବୀର ଢାଲ ଓଜୋନ ସ୍ତର, ତା'ର ସୁରକ୍ଷା ଆମ ଦାୟିତ୍ୱ
ଓଜୋନ ଦିବସ ପାଳନ କେତେ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ...
Events & Festivals
କାହିଁକି ପାଳନ ହୁଏ ଅନ୍ତର୍ଜାତୀୟ ଲୋକତନ୍ତ୍ର ଦିବସ, ଜାଣନ୍ତୁ ଇତିହାସ
ଯେଉଁ ରାଷ୍ଟ୍ର ଲୋକତନ୍ତ୍ରର ବିଚାରଧାରାରେ ପରିଚାଳିତ, ସେ ରାଷ୍ଟ୍ରର ଜନତା ସେତେ ସୁରକ୍ଷିତ।
Events & Festivals
ଓମାନରେ ପାଳନ ହେଲା ନୂଆଁଖାଇ
ପ୍ରାୟ ୧୦୦ ଓଡ଼ିଆ ପରିବାର ଏକାଠି ହେବା ସହ ପ୍ରଥମେ ମା’ ସମଲେଇଙ୍କ ଫଟୋକୁ ବିଶେଷ ଢଙ୍ଗରେ ପୂଜା କରିବା ସହ ନବାନ୍ନ ଲାଗି କରିଥିଲେ।