ମଣିଷକୁ ସଂକ୍ରମିତ କରୁଛି ବାର୍ଡ ଫ୍ଲୁ: ହୋଇପାରେ କରୋନା ଭଳି ସ୍ଥିତି

ମଣିଷଙ୍କ କ୍ଷେତ୍ରରେ ଆଉ କିଛି ଲକ୍ଷଣ ହେଲା ଶ୍ୱାସକ୍ରିୟାରେ କଷ୍ଟ, ଥଣ୍ଡା ଲାଗି ରହିବା, ଥକାପଣ, ମାଂସପେଶୀ ଯନ୍ତ୍ରଣା ଇତ୍ୟାଦି। ବାର୍ଡ ଫ୍ଲୁ ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ସଂକ୍ରମିତଙ୍କୁ କେବଳ ଆଣ୍ଟିଭାଇରାଲ୍ ଔଷଧ ଦିଆଯାଏ।

Bird Flu

representational image

Hemant Lenka
  • Published: Friday, 05 April 2024
  • Updated: 05 April 2024, 05:09 PM IST

Sports

Latest News

ଲୋକଙ୍କ ପାଇଁ ଆସିଛି ଖରାପ ଖବର। ବିଶେଷଜ୍ଞମାନେ ଦେଇଛନ୍ତି ଚିନ୍ତା ବଢ଼ାଇଲା ଭଳି ଖବର। ପକ୍ଷୀ ବିଶେଷ କରି କୁକୁଡ଼ାମାନେ ବାର୍ଡ ଫ୍ଲୁରେ ସଂକ୍ରମିତ ହୁଅନ୍ତି। କିନ୍ତୁ ଏହି ମାରାତ୍ମକ ଭାଇରସରେ ଜଣେ ଫାର୍ମ ଶ୍ରମିକ ସଂକ୍ରମିତ ହୋଇଛନ୍ତି।

ଆମେରିକାର ଟେକ୍ସାସରେ ଜଣେ ଶ୍ରମିକଙ୍କ ରକ୍ତ ନମୁନାରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହେବାରୁ ବିଶେଷଜ୍ଞମାନେ ସମସ୍ତଙ୍କୁ ସତର୍କ କରାଇଛନ୍ତି। ଏପ୍ରିଲ ୧ରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ବାର୍ଡ ଫ୍ଲୁ ଭୂତାଣୁ ଠାବ ହୋଇଥିବା ଆମେରିକାର ସିଡିସି ପକ୍ଷରୁ ନିଶ୍ଚିତ କରାଯାଇଛି।

ଗୋଟିଏ ପଟେ ବିଶେଷଜ୍ଞମାନେ ଆଣ୍ଟାର୍କଟିକାରେ ହଜାର ହଜାର ପେଙ୍ଗୁଇନଙ୍କ ମୃତ୍ୟୁର କାରଣ ଖୋଜୁ ଥିବା ବେଳେ ଟେକ୍ସାସ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଜଣେ ଫାର୍ମ ଶ୍ରମିକ ଏଚପିଏଆଇ ଏ(ଏଚ୫ଏନ୧) ଭାଇରସ ବା ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି। ସେ ଗୋ-ପାଳନ କରନ୍ତି। ପ୍ରଥମେ ଫାର୍ମରେ ଥିବା ଗାଈମାନେ ବାର୍ଡ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ ଆସିଛି।

ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଆଖି ନାଲି ପଡ଼ିଥିବା ବେଳେ ନିୟମିତ ପାଣି ଝରୁଛି। ଏହା ଛଡ଼ା ତାଙ୍କର ଆଉ କୌଣସି ପ୍ରକାରର ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ହେବା ପ୍ରକ୍ରିୟାରେ ରହିଥିବା ସିଡିସି କହିଛି। ରିପୋର୍ଟ ପଜିଟିଭ ଆସିବା ପରେ ବ୍ୟକ୍ତି ଜଣଙ୍କୁ ଏକାନ୍ତବାସରେ ରଖାଯାଇଥିଲା। ଏହାପରେ ଫ୍ଲୁ ପାଇଁ ଆଣ୍ଟିଭାଇରାଲ ଔଷଧ ପ୍ରଦାନ କରାଯାଇଥିଲା।

Also Read

କେବଳ ଟେକ୍ସାସ ନୁହେଁ, ବାର୍ଡ ଫ୍ଲୁ ଏବେ ଆମେରିକାର ଅନ୍ୟ ରାଜ୍ୟରେ ଥିବା ଗାଈଗୁଡ଼ିକୁ ସଂକ୍ରମିତ କରିବାରେ ଲାଗିଛି।

ବାର୍ଡ ଫ୍ଲୁ ଭୂତାଣୁ ମଣିଷ ଶରୀରରୁ ଠାବ ହୋଇଥିବାରୁ ଏହାର ଗବେଷଣା କରୁଥିବା ବୈଜ୍ଞାନିକ, ଡାକ୍ତର ଓ ସରକାରୀ ଏଜେନ୍ସିର ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେମାନେ ଏଭିଆନ ଇନଫ୍ଲୁଏଞ୍ଜା ବା ବାର୍ଡ ଫ୍ଲୁ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ଡାକ୍ତରୁ ସୁରେଶ କୁଚିପୁଡି କହିଛନ୍ତି, ଏହି ଭାଇରସ ମହାମାରୀ ସ୍ଥିତି ସୃଷ୍ଟି କରିବାର ଉଦାହରଣ ରହିଛି। ବର୍ଷ ବର୍ଷ ପୁରଣା କିମ୍ବା ସମ୍ଭବତଃ ଦଶନ୍ଧି ତଳେ ଏଥିଯୋଗୁ ମହାମାରୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନେ ଅତ୍ୟନ୍ତ ବିପଦଜନକ ଭାବେ ଭାଇରସ ଯୋଗୁ ଆଉ ଏକ ମହାମାରୀର ଅତି ନିକଟରେ ପହଞ୍ଚି ଯିବାର ଆଶଙ୍କା ରହିଛି।

ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରୀର କନସଲଟାଣ୍ଟ ତଥା କାନାଡା ଭିତ୍ତିକ ବାୟୋନିଗାରାର ପ୍ରତିଷ୍ଠାତା ଜନ ଫୁଲଟନ ମଧ୍ୟ ବାର୍ଡ ଫ୍ଲୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ଯାହା ସ୍ଥିତି ଏହା କୋଭିଡ ଠାରୁ ୧୦୦ ଗୁଣା ଅଧିକ ଭୟଙ୍କର ସ୍ଥିତି ସୃଷ୍ଟି କରିବ। ଏହା ବିଭାଜନ ହେବ ଓ ମୃତ୍ୟୁହାରକୁ ବୃଦ୍ଧି କରିବ। ଥରେ ଏହା ବିଭାଜିତ ହୋଇ ମଣିଷମାନଙ୍କୁ ସଂକ୍ରମଣ କଲେ ଯାଇ ମୃତ୍ୟୁହାର ହ୍ରାସ ପାଇବ ବୋଲି ଆମେ ଆଶା କରିପାରିବା।”

ପ୍ରଥମଥର ପାଇଁ ବାର୍ଡ ଫ୍ଲୁରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନାହାନ୍ତି। ୨୦୦୩ ଜାନୁଆରୀ ୧ରୁ ୨୦୨୪ ଫେବୃଆରୀ ୨୬ ମଧ୍ୟରେ ପୂରା ବିଶ୍ୱର ୨୩ଟି ଦେଶରେ ୮୮୭ ଜଣ ବାର୍ଡ ଫ୍ଲୁ ଭାଇରସରେ ସଂକ୍ରମିତ ହୋଇଛନ୍ତି।

ଏହି ୮୮୭ କେସ୍‌ ମଧ୍ୟରୁ ୪୬୨ ଘାତକ ଥିଲା। ଗାଈମାନଙ୍କ ଠାରୁ ମଣିଷଙ୍କ ପାଖକୁ ବାର୍ଡ ଫ୍ଲୁ ଆସିବା ବରିଳ ଘଟଣା। ସେହିପରି ଜଣେ ମଣିଷ ଠାରୁ ଆଉ ଜଣେ ମଣିଷ ସଂକ୍ରମିତ ହେବା ଆହୁରି ବରିଳ ଘଟଣା।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଯେତେବେଳେ ଏଭିଆନ ଇନ୍‌ଫ୍ଲୁଏଞ୍ଜା ଭୂତାଣୁ କୁକୁଡ଼ାମାନଙ୍କ ମଧ୍ୟରେ ରହିଛି, ସେତେବେଳେ ସଂକ୍ରମିତ କୁକୁଡ଼ା କିମ୍ବା ଦୂଷିତ ପରିବେଶର ସଂସ୍ପର୍ଶରେ ଆସିବା ଦ୍ୱାରା ସ୍ପୋରାଡିକ୍ ସଂକ୍ରମଣ ଓ ମଣିଷଙ୍କ କ୍ଷେତ୍ରରେ ଛୋଟ ଛୋଟ କ୍ଲଷ୍ଟର ହେବାର ଆଶଙ୍କା ରହିଛି।

ବିଶେଷଜ୍ଞ ମାନେ ତଥାପି ବିଶ୍ୱାସ କରନ୍ତି ଯେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା ବିଷୟରେ ଜ୍ଞାନର ଅଭାବ ରହିଛି। ଏହାଦ୍ୱାରା ନୂଆ ସଂକ୍ରାମକ ସ୍ଥିତି ବା ମହାମାରୀ ଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ମୃତ୍ୟୁହାର ଅଧିକ ହୋଇପାରେ। କାରଣ ଏହାକୁ ରୋକିବା ପାଇଁ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂତ୍ର ବାହାରି ନାହିଁ।

ବିଶ୍ୱରେ ବନ୍ୟ ପକ୍ଷୀମାନଙ୍କ ମଧ୍ୟରେ ବାର୍ଡ ଫ୍ଲୁ ବ୍ୟାପିଛି। ଏହି ଜୀବାଣୁ ଦ୍ୱାରା କୁକୁଡ଼ା ଓ ସ୍ତନ୍ୟପାୟୀ ପ୍ରାଣୀ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ଇନପ୍ଲୁଏଞ୍ଜା ଏ ଦ୍ୱାରା ହୋଇଥାଏ। ପକ୍ଷୀମାନଙ୍କ କ୍ଷେତ୍ରରେ ଏହାର ଲକ୍ଷଣ ଗୁଡ଼ିକ ହେଲା ଡାଇରିଆ, ଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ଫୁଲିଯିବା ଓ ହଠାତ୍ ମୃତ୍ୟୁ ଘଟିବା।

ସିଡିସି ଅନୁଯାୟୀ, ମଣିଷମାନଙ୍କଠାରେ ମଧ୍ୟ ଲକ୍ଷଣ ସାମାନ ଓ ସାମାନ୍ୟ। ଆକ୍ରାନ୍ତଙ୍କ କାଶ, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଓ ଜ୍ୱର ଭଳି ଲକ୍ଷଣ ଦେଖାଯାଏ। ସ୍ଥିତି ଅଧିକ ଜଟିଳ ହେଲେ ନିମୋନିଆ ପରି ଗୁରୁତର ଅବସ୍ଥା ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥାଏ।

ମଣିଷଙ୍କ କ୍ଷେତ୍ରରେ ଆଉ କିଛି ଲକ୍ଷଣ ହେଲେ ଶ୍ୱାସକ୍ରିୟାରେ କଷ୍ଟ, ଥଣ୍ଡା ଲାଗି ରହିବା, ଥକାପଣ, ମାଂସପେଶୀ ଯନ୍ତ୍ରଣା ଇତ୍ୟାଦି। ବାର୍ଡ ଫ୍ଲୁ ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ। ସଂକ୍ରମିତଙ୍କୁ କେବଳ ଆଣ୍ଟିଭାଇରାଲ୍ ଔଷଧ ଦିଆଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story