ବ୍ୟାପୁଛି କୋଭିଡର ସବ୍-ଭାରିଆଣ୍ଟ JN.1; ଜାଣନ୍ତୁ କେତେ ରହିଛି ଗମ୍ଭୀରତା

ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସମସ୍ତ ଦେଶକୁ ସତର୍କ ରହିବାକୁ ପରାମର୍ଶ ଦେଇଛି।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Thursday, 21 December 2023
  • Updated: 21 December 2023, 03:50 PM IST

Sports

Latest News

ପୁଣି ଥରେ ଚିନ୍ତାରେ ପକାଇଛି କରୋନା। କ୍ରମାଗତ ଭାବେ ସଂକ୍ରମଣ ବୃଦ୍ଧି ଏବଂ ଏକ ନୂଆ ସବ୍-ଭାରିଆଣ୍ଟ ଚିହ୍ନଟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ବିଭିନ୍ନ ଦେଶ ସମେତ ଆମ ଦେଶରେ ଚିହ୍ନଟ ହୋଇଥିବା JN.1 ସବ୍-ଭାରିଆଣ୍ଟ ହେଉଛି ଓମିକ୍ରନ BA.2.86(ପିରୋଲା)ର ନୂତନ ପ୍ରକାର।

ନିକଟରେ, କେରଳର ଜଣେ 78 ବର୍ଷୀୟା ମହିଳା ପ୍ରଥମେ JN.1 ସବ୍-ଭାରିଆଣ୍ଟରେ ଚିହ୍ନଟ ହୋଇଥିଲେ। ଖବର ଲେଖା ହେବା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା 41ରେ ପହଞ୍ଚିଥିଲା। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ସମସ୍ତ ଦେଶକୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ତେବେ ନୂଆ ଭାରିଆଣ୍ଟର ଲକ୍ଷଣ ଓ ଭୟାଭୟତା କେତେ ରହିଛି, ଜାଣନ୍ତୁ...

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ, ନୂଆ ଭାରିଆଣ୍ଟକୁ ନେଇ ବିଶେଷ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହା ଏକ ସବଫର୍ମ। କିଛି ମାସ ପୂର୍ବେ, ସିଙ୍ଗାପୁର ବିମାନବନ୍ଦରରେ ସ୍କ୍ରିନିଂ ସମୟରେ କିଛି ଭାରତୀୟଙ୍କ ମଧ୍ୟରେ ଏହି ପ୍ରକାର ଦେଖିବାକୁ ମିଳିଥିଲା। ଜିନମ ସିକ୍ୱେଏନ୍ସିଂ ପରେ କେରଳରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

Also Read

କେଉଁମାନେ ସତର୍କ ରହିବେ
କୋଭିଡ ହେଉ କି ଏହାର ବିଭିନ୍ନ ପ୍ରକାର, ଏହା ବିଶେଷ କରି ପୂର୍ବରୁ ବିଭିନ୍ନ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ଆକ୍ରାନ୍ତ କରେ। ବିଶେଷ କରି ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କର ରୋଗ ବିପଦ ଅଧିକ।ତେଣୁ ଯେଉଁମାନଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଛି, ସେମାନେ ବିଶେଷ ସତର୍କ ରହିବା ଆବଶ୍ୟକ। ବାହାରକୁ ଯିବା ସମୟରେ ମାସ୍କ ପିନ୍ଧିବା ସହ ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧି ପାଇଁ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। 

JN.1 ନିମୋନିଆ ସୃଷ୍ଟି କରୁଛି କି?
JN.1 ସଂକ୍ରମଣ ଗମ୍ଭୀରତା ଉପରେ ସବିଶେଷ ତଥ୍ୟ ପ୍ରକାଶ ପାଇନାହିଁ। କେତେକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏହା ସାଧାରଣ ଜ୍ୱର, କାଶ, ଗଳା ଯନ୍ତ୍ରଣା ଏବଂ ଥକ୍କା ସମେତ ଅନ୍ୟ ଓମିକ୍ରନ୍ ସବଭାରିଆଣ୍ଟ ଭଳି ସମାନ ଲକ୍ଷଣ ରହିଛି। JN.1 ସଂକ୍ରମଣର ଗୁରୁତରତା ବିଶେଷ ନଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story