ଡେଙ୍ଗୁ ଟେଷ୍ଟ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା

ରାଜ୍ୟରେ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ଭୁବନେଶ୍ବର। ରାଜ୍ୟରେ ଅଢ଼େଇ ହଜାର ରୋଗୀରୁ ଭୁବନେଶ୍ବରରେ ଅଧା ।

Manoj Swain
  • Published: Thursday, 24 August 2023
  • Updated: 24 August 2023, 12:44 PM IST

Sports

Latest News

ରାଜ୍ୟରେ ଡେଙ୍ଗୁର ହଟସ୍ପଟ୍ ପାଲଟିଛି ଭୁବନେଶ୍ବର। ରାଜ୍ୟରେ ଅଢ଼େଇ ହଜାର ରୋଗୀରୁ ଭୁବନେଶ୍ବରରେ ଅଧା । କ୍ୟାପିଟାଲ ହସ୍ପିଟାଲରେ ଲାଗୁଛି ଲମ୍ବା ଧାଡ଼ି, ଲୋକେ ହନ୍ତସନ୍ତ । ବଢ଼ୁନି ଭିତ୍ତିଭୂମି, ଘରୋଇ ହସ୍ପିଟାଲକୁ ମୁହାଁଉଛନ୍ତି ଲୋକେ । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos