ଏହି ସବୁ ଲକ୍ଷଣକୁ କରନ୍ତୁନି ଅଣଦେଖା; ହୋଇପାରେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେଲେ କେତେକ ସାଧାରଣ ଲକ୍ଷଣ ଦେଖାଯାଏ, କଣ ସେହି ସବୁ ଲକ୍ଷଣ, ଜାଣନ୍ତୁ...

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Friday, 16 February 2024
  • Updated: 16 February 2024, 06:40 PM IST

Sports

Latest News

UTI ବା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏହାର ଅନେକ କାରଣ ଥାଇପାରେ। ସଂକ୍ରମଣର ମୁଖ୍ୟ କାରଣ ହେଉଛି ଯୋନୀ pHର ବ୍ୟାଘାତ, ସ୍ୱଚ୍ଛତାର ଅଭାବ କିମ୍ବା ପର୍ଯ୍ୟାପ୍ତ ପରିମାଣର ଜଳୀୟ ଅଂଶ ଅଭାବ। ଗର୍ଭାବସ୍ଥାରେ ମଧ୍ୟ ଏହି ସମସ୍ୟା ଅଧିକ ଦେଖାଯାଏ।

ବାରମ୍ବାର ପରିସ୍ରା ଲାଗିବା କିନ୍ତୁ ନହେବା
ଯଦି ବାରମ୍ବାର ପରିସ୍ରା ଲାଗୁଛି, ଏବଂ ଯିବା ପରେ ହେଉନାହିଁ, ତେବେ UT ସଂକ୍ରମଣର ଶିକାର ହୋଇପାରନ୍ତି। ବାସ୍ତବରେ, ଯେତେବେଳେ ସଂକ୍ରମଣ ହୁଏ, ଜୀବାଣୁ ବ୍ଲାଡର ଚାରିପାଖରେ ଜମା ହୋଇ ପରିସ୍ରା ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଯଦି ଏପରି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଜ୍ୱଳନ ଏବଂ କୁଣ୍ଡେଇ ହେବା
UTରେ ଜ୍ୱଳନ ଏବଂ କୁଣ୍ଡେଇ ହେବାକୁ ଅଣଦେଖା କରନ୍ତୁ ନାହିଁ। ବାରମ୍ବାର ଯଦି ଏହିପରି ହେଉଥାଏ, ତେବେ ଏହା ଇନଫେକ୍ସନର ଲକ୍ଷଣ ହୋଇପାରେ।

ତଳ ପେଟରେ ଯନ୍ତ୍ରଣା 
ତଳ ପେଟରେ ଯନ୍ତ୍ରଣା ପ୍ରକୃତରେ UT ସଂକ୍ରମଣ ହେତୁ ହୋଇପାରେ। ଏହି ଲକ୍ଷଣ ସାଧାରଣତଃ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରେ ହିଁ ଦେଖାଯାଏ। ତେଣୁ ଏପରି ଲକ୍ଷଣ ଥିଲେ, ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ।

ମୂତ୍ରରେ ଫେଣ ଏବଂ ଦୁର୍ଗନ୍ଧ 
ମୂତ୍ରରେ ଫେଣ ଏବଂ ଦୁର୍ଗନ୍ଧ ଉଭୟ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନର ଲକ୍ଷଣ ହୋଇପାରେ। ଇନଫେକ୍ସନ ହେଲେ ପରିସ୍ରାରୁ ଦୁର୍ଗନ୍ଧ ଆସେ ଏବଂ ଫେଣଯୁକ୍ତ ପରିସ୍ରା ହୋଇଥାଏ। ପ୍ରାରମ୍ଭରୁ ଏହି ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସଂକ୍ରମଣ ବ୍ଲାଡରରେ ପହଞ୍ଚିପାରେ। 

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story