ପାର୍କିନ୍‌ସନ୍‌ ରୋଗର ଲକ୍ଷଣ କଣ ?

ପାର୍କିନ୍‌ସନ୍‌ ରୋଗ ହେଉଛି ଏକ ବ୍ରେନ୍ ଡିସଅର୍ଡର । ଏହା ଜଣେ ବ୍ୟକ୍ତି ପାଇଁ କେତେ ମାରାତ୍ମକ ?

Manoj Swain
  • Published: Friday, 12 April 2024
  • Updated: 12 April 2024, 12:04 PM IST

Sports

Latest News

ଲକ୍ଷଣରୁ ଜାଣନ୍ତୁ ପାର୍କିନ୍‌ସନ୍‌ ରୋଗ ସମ୍ପର୍କରେ। ଏହି ରୋଗ ହେଲେ କଣ ସବୁ ହୁଏ। ପାର୍କିନ୍‌ସନ୍‌ ରୋଗ ହେଉଛି ଏକ ବ୍ରେନ ଡିସଅର୍ଡର । ଯାହା ଆମର ସ୍ନାୟୁ ପ୍ରଣାଳୀକୁ ପ୍ରଭାବିତ କରିଥାଏ । ଏହା ଜଣେ ବ୍ୟକ୍ତି ପାଇଁ କେତେ ମାରାତ୍ମକ ? ଅଧିକ ଜାଣିବା ପାଇଁ ଦେଖନ୍ତୁ ଓଡିଶା ରିପୋର୍ଟରର ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ 'ସୁସ୍ଥ ଜୀବନ ସରଳ ସୂତ୍ର' । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos