ସୀମାରେ ଶାନ୍ତି ସ୍ଥାପନ ପାଇଁ ଭାରତ-ଚୀନ ମଧ୍ୟରେ କୂଟନୈତିକ ଆଲୋଚନା

ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି।

India, China Talk

ଭାରତ-ଚୀନ ବୈଠକ

Debibandita Barick
  • Published: Thursday, 28 March 2024
  • Updated: 28 March 2024, 12:46 PM IST

ଭାରତ-ଚୀନ ମଧ୍ୟରେ ୨୯ତମ କୂଟନୈତିକ ବୈଠକ ଅନୁଷ୍ଠିତ। ସୀମା ବିବାଦ ମଧ୍ୟରେ LACରେ ଶାନ୍ତି ପାଇଁ ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି।

ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୈଠକରେ ଭାରତ LACରୁ ସୀମା ପ୍ରତ୍ୟାହାର କରିବା ଉପରେ ଜୋର୍ ଦେଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରେସ ରିଲିଜ କରି ଏହି ସୂଚନା ଦେଇଛି। 

Also Read

ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ବୈଠକ ସରିଛି। ଆଲୋଚନା ସମୟରେ କୁଟନୀତି ଓ ସାମରିକ ଚ୍ୟାନେଲ ଖୋଲା ରଖିବା ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ୨୮ତମ କୂଟନୈତିକ ବୈଠକ ବସିଥିଲା। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story