କେଉଁ ଦିଗକୁ ଯିବ ଇସ୍ରାଏଲ-ଇରାନ ଯୁଦ୍ଧ ସ୍ଥିତି ?

ଅଶାନ୍ତ ମଧ୍ୟପ୍ରାଚ୍ୟ । ଆରମ୍ଭ ହୋଇଛି ଯୁଦ୍ଧ। ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି।

Manoj Swain
  • Published: Monday, 15 April 2024
  • Updated: 15 April 2024, 02:31 PM IST

ଅଶାନ୍ତ ମଧ୍ୟପ୍ରାଚ୍ୟ । ଆରମ୍ଭ ହୋଇଛି ଯୁଦ୍ଧ। ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ ଉପରେ ଇରାନ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଉଭୟ ପକ୍ଷରୁ ଆକ୍ରମଣ ଚାଲିଛି। ଏହାକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ତେବେ ଏହି ସମ୍ପର୍କରେ ବୈଦେଶିକ ବେପାର ବିଶେଷଜ୍ଞ କଣ କହିଛନ୍ତି ଶୁଣନ୍ତୁ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos