'ବିଜୁଙ୍କ ମୁହଁକୁ ଫାଇଲ୍ ଫିଙ୍ଗିଥିଲି'

  • Published: Friday, 06 October 2023
  • , Updated: 06 October 2023, 10:21 AM IST

ନରସିଂହ ବାବୁ କାହିଁକି ବିଜୁ ବାବୁଙ୍କ ମୁହଁକୁ ଫିଙ୍ଗିଥିଲେ ଫାଇଲ୍ ? ଫାଇଲ୍ ଫିଙ୍ଗିବା ପରେ ନରସିଂହଙ୍କୁ କେମିତି ଜବାବ ଦେଲେ ବିଜୁ ବାବୁ ? ଲୋକେ ଯଦି ବାଧ୍ୟ କରନ୍ତି, ତେବେ ନରସିଂହ ବାବୁ ନିର୍ବାଚନ ଲଢ଼ିବେ ନା ନାହିଁ ? କେଉଁ ଦଳରୁ ନିର୍ବାଚନ ଲଢ଼ିବେ ନରସିଂହ ମିଶ୍ରଙ୍କ ପୁଅ ? ଏ ନେଇ ଆମର ସ୍ବତନ୍ତ୍ର ଆଲୋଚନାରେ ମନଖୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର।

Related story