ନବରଙ୍ଗପୁରରୁ ଲଢିବେ ପ୍ରଦୀପ ମାଝୀ

  • Published: Thursday, 04 April 2024
  • , Updated: 04 April 2024, 12:01 PM IST

ଚଳିତ ନିର୍ବାଚନରେ ବିଜେଡିର ନବରଙ୍ଗପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ, ହାତ ଛାଡ଼ି ଶଙ୍ଖ ଫୁଙ୍କିବା ପରେ ତାଙ୍କ ଉପରେ ଦଳ ଭରସା କରିଛି। ଆଦିବାସୀଙ୍କ ପାଇଁ ବିଜେଡି ସରକାର କଣ କରିଛି ? କେତେ ଉପକୃତ ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ? ବିଜେଡି ପ୍ରାର୍ଥୀଙ୍କୁ ଲୋକେ କାହିଁକି ଭୋଟ ଦେବେ ? ଆମର ସ୍ବତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଏ ତମାମ ପ୍ରଶ୍ନର ଉତ୍ତର ରଖିଛନ୍ତି ଆଦିବାସୀ ନେତା ତଥା ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ।

Related story