‘ସରକାର ବିରୁଡ଼ି ବସାରେ ହାତ ମାରିଦେଲେ’

  • Published: Friday, 24 November 2023
  • , Updated: 24 November 2023, 11:03 AM IST

ଆଦିବାସୀଙ୍କ ଜମି ବିକ୍ରି ନେଇ ନିଷ୍ପତ୍ତି କ୍ୟାବିନେଟରେ ପାସ୍ ହେବା ଓ ପୁଣି ସ୍ଥଗିତ କରିବା କେତେଦୂର ଠିକ୍ ? ଏହାକୁ ନେଇ ବର୍ତ୍ତମାନ ଚାଲି ରହିଛି ତମ୍ବି ତୋଫାନ । ସେହିପରି କିଛିଦିନ ତଳେ ଓଡ଼ିଶା ଦି ଭାଗ ହୋଇଯିବ ବୋଲି ଏକ ବୟାନ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ଏହା ପଛରେ ଉଦ୍ଦେଶ୍ୟ କଣ ? କାହିଁକି ସେ ଦେଲେ ଏପରି ବୟାନ। ଉପକୂଳ ଓଡ଼ିଶା ଅପେକ୍ଷା ପଶ୍ଚିମ ଓଡ଼ିଶାର ସ୍ଥିତି କେମିତି ଅଛି, ସେନେଇ ଆମ ସହ ଅଧିକ ଆଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

Related story