ଆଜି ଚିଲିକାରେ ହେଉଛି ଡଲଫିନ ଗଣନା। ସକାଳ ୬ଟାରେ ଗଣତି ଆରମ୍ଭ ହୋଇଛି। ଏହି ଡଲଫିନ ଗଣନା ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦ ଜଣ
ସଦସ୍ୟ ରହିଛନ୍ତି। ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର ଦ୍ୱାରା ଗଣନା କରାଯାଉଛି।
Also Read
ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।
ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି। ସାମୁଦ୍ରିକ ଅଭୟାରଣ୍ୟର ଆଖପାଖ ନଈନାଳରେ ଏହି ଗଣନା କରାଯାଉଛି। ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ, ୪ବର୍ଷରେ ଖର୍ଚ୍ଚ ହେବ ୮୫୫କୋଟି
୨୦୨୪-୨୫ରେ ୧୧୦କୋଟି, ୨୦୨୫-୨୬ରେ ୨୭୯କୋଟି, ୨୦୨୬-୨୭ରେ ୨୩୨କୋଟି, ୨୦୨୭-୨୮ରେ ୨୩୪କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।
Miscellaneous
ଆଇପିଏସ୍ ଅରୁଣ ଷଡ଼ଙ୍ଗୀଙ୍କୁ ଭିଆରଏସ୍ ପାଇଁ ମିଳିଲା ଅନୁମତି
ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଅପରାହ୍ନରୁ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ରାଜ୍ୟର ମୋହନ ମାଝୀ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ।
Miscellaneous
ଦୁର୍ଗନ୍ଧ ଘିଅ ଯୋଗାଇଥିଲା, ସତ ମାନିଲା ଓମ୍ଫେଡ୍
ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଶ୍ରୀ ସିଦ୍ଧ ବଳଦେବଜିଉ। ପ୍ରଭୁଙ୍କ ପାଖରେ ଦୁର୍ଗନ୍ଧ ଯୁକ୍ତ ପଚା ଘିଅ ବ୍ୟବହାର ହେଉଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଘିଅରୁ ଦୁର୍ଗନ୍ଧ ବାହାରୁଥିଲା।
Miscellaneous
ସହିଦ ବାଜି ରାଉତ ଜୟନ୍ତୀ ବ୍ୟାପକ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ଅକ୍ଟୋବର ମାସରେ ବାଜି ରାଉତଙ୍କ ସହିତ ମହାତ୍ମା ଗାନ୍ଧୀ, ଲାଲ ବାହାଦୁର ଶାସ୍ତ୍ରୀ, ଉତ୍କଳମଣି ଗୋପବନ୍ଧୁ ଦାସ ପରି ପ୍ରମୁଖ ମହାନାୟକମାନେ ମଧ୍ୟ ଜନ୍ମ ଗ୍ରହଣ କରିଥିଲେ।
Miscellaneous
‘ପଞ୍ଜାବ ଓ ଉତ୍ତରପ୍ରଦେଶରୁ ଆସିବ ଆଳୁ ବିହନ’
ଶ୍ରୀ ସିଂହଦେଓ କହିଛନ୍ତି, ଗତ ସରକାର ଆଳୁ ମିଶନ୍ କରିଥିଲେ। ଯାହା ବିଫଳ ହୋଇଥିଲା। କାରଣ ସମୟ ସୀମା ଭିତରେ ଚାଷୀଙ୍କୁ ବିହନ ଦେଇନଥିଲେ। ଜାନୁଆରୀ ମାସରେ ଚାଷୀଙ୍କୁ ବିହନ ଦିଆଯାଇଥିଲା। ଅର୍ଥାତ ଆଳୁ ଅମଳ ସମୟରେ ଚାଷୀଙ୍କୁ ବିହନ ଦିଆଯାଇଥିଲା।