ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ

ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି। 

Tiger

Representation image

Tapaswini Nayak
  • Published: Friday, 17 May 2024
  • Updated: 17 May 2024, 09:45 AM IST

Sports

Latest News

ବାରିପଦା ସହରରେ ବୁଲୁଛି କଲରାପତରିଆ ବାଘ। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ଅଭୟାରଣ୍ୟରୁ ବାଘଟି ପଳାଇ ଆସି ସହର ମୁହାଁ ହୋଇଥିବା କୁହାଯାଉଛି।  ସହରରେ ବାଘ ବୁଲୁଥିବା ଖବର ଶୁଣି ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଆଜି ସକାଳ ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁରମାନେ ଜୋରରେ ଭୁକିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ପରିସରରେ ପଶିଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାକୁ ଖବର ଦେଇଥିଲେ।

Also Read

ବନ କର୍ମଚାରୀ ପହଞ୍ଚି ବାଘକୁ ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ବାଘର କୌଣସି ପତ୍ତା ମଳିନାହିଁ। ଏହାସହ ରେସ୍କ୍ୟୁ ଟିମ ଓ ଟ୍ରାଙ୍କୁଲାଇଜ ଟିମ୍‌ ସହ ଡିଏଫ୍‌ଓ ପହଞ୍ଚିଛନ୍ତି।

ବାରିପଦା ଡିଏଫଓ ଏ. ଉମା ମହେଶ କହିଛନ୍ତି, ଖବର ପାଇବା ପରେ ବନ ବିଭାଗ ପହଞ୍ଚି ବାଘକୁ ଖୋଜାଖୋଜି କରୁଛନ୍ତି। ଲୋକମାନେ ଭୟଭୀତ ହୁଅନ୍ତୁ ନାହିଁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story