ଓଡ଼ିଆ ଅସ୍ମିତାର ବିକଳ ଚିତ୍ର

ସୀମା ବିବାଦରେ ଛନ୍ଦି ହୋଇଥିବା ଆଉ ଏକ ଗାଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲାର 'ଶଙ୍ଖାମେଦୀ' ଗାଁ ।

Manoj Swain
  • Published: Tuesday, 02 April 2024
  • Updated: 02 April 2024, 04:00 PM IST

ଇଏ ଆଉ ଏକ କୋଟିଆ...ସୀମା ବିବାଦରେ ଛନ୍ଦି ହୋଇଥିବା ଆଉ ଏକ ଗାଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲାର 'ଶଙ୍ଖାମେଦୀ' ଗାଁ। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି। ତେବେ ଦେଖନ୍ତୁ...କେଉଁଠି ଓଡ଼ିଆରେ ଲେଖାଯାଇଛି, ତ ଆଉ କେଉଁଠି ବଙ୍ଗଳା ଭାଷାରେ । ୨ ରାଜ୍ୟର ସ୍କୁଲ ବି ଅଛି ଏଇ ଗୋଟିଏ ଗାଁରେ। ଓଡ଼ିଶା ଓ ପଶ୍ଚିମବଙ୍ଗ, ଏମାନେ କାହାର ବୋଲି, ନିଜେ ଦ୍ବନ୍ଦ୍ବ ଭିତରେ ଖୋଦ୍ ଏଇ ସୀମାନ୍ତବର୍ତ୍ତୀ ଗାଁ ଲୋକେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos