ଓଡ଼ିଆ ଝିଅର ଭାଷଣ, କମ୍ପିଲା ସଂସଦ ଭବନ

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଭାଷଣ ଦେଇଥିଲେ।

Manoj Swain
  • Published: Thursday, 05 October 2023
  • Updated: 05 October 2023, 05:50 PM IST

Sports

Latest News

କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତାଙ୍କ ଭାଷଣରେ କମ୍ପିଲା ସଂସଦ ଭବନ । ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସଂସଦ ଭବନ ପରିସରରେ ୟୁଥ୍ ଲିଡରସିପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତା ସଂସଦ ଭବନର ସେଣ୍ଟ୍ରାଲ ହଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୀବନୀ ଉପରେ ଭାଷଣ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos