ଉଦଯାପନୀ ସଭାରେ ମନ ଜିଣିଲେ ସିଦ୍ଧାନ୍ତ, ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

କୁନିପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନର ଅନନ୍ୟ ଶୈଳୀକୁ ବେଶ ପ୍ରଶଂସା କରାଯାଇଛି

chief minister and siddhanta PhotoOR

ମୁଖ୍ୟମନ୍ତ୍ରୀ ଓ ସିଦ୍ଧାନ୍ତ

Biswajit Samal
  • Published: Tuesday, 06 February 2024
  • Updated: 06 February 2024, 10:00 PM IST

Sports

Latest News

ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'ରେ ମନମୋହିଲା ଅଷ୍ଟମ ଶ୍ରେଣୀର ଛାତ୍ର। ସମ୍ମିଳନୀର ଉଦଯାପନୀ ସଭାରେ କଟକର କୁଲଫି ବ୍ୟବସାୟୀଙ୍କ ପୁଅ ତଥା ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଅତି ସୁନ୍ଦର ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Also Read

କୁନିପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନର ଅନନ୍ୟ ଶୈଳୀକୁ ବେଶ ପ୍ରଶଂସା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି ଭୁରିଭୁରି ପ୍ରଶଂସା କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କୁନି ପୁଅ ସିଦ୍ଧାନ୍ତର ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନକୁ ପ୍ରଶଂସା କରିବା ସହ ତାଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story