ରାତି ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’

କେବଳ ଚା ନୁହେଁ ବରଂ ନିଦ ଛଡାଇବା ପାଇଁ ବିଶ୍ରାମ ପାଇଁ ସେହି ହୋଟେଲ ଓ ଢାବାରେ ନେଇପାରିବେ।

Tea

representation image

Tapaswini Nayak
  • Published: Thursday, 21 December 2023
  • Updated: 21 December 2023, 01:55 PM IST

Sports

Latest News

ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗ କରିଛି ଅଭିନବ ପ୍ରୟାସ। ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ଚା' ପରସିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ। ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

କେବଳ ଚା ନୁହେଁ ବରଂ ନିଦ ଛଡ଼ାଇବା ପାଇଁ ସେହି ହୋଟେଲ ଓ ଢାବାରେ ବିଶ୍ରାମ ନେଇପାରିବେ ଟ୍ରକ୍ ଚାଳକ। କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ, ଦୁର୍ଘଟଣା ଘଟିଥାଏ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଏପରି ଅଭିନବ ପ୍ରୟାସ କରାଯାଇଛି।

Also Read

ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ଏଥିପାଇଁ ଜିଲ୍ଲା ସ୍ତରରେ ହୋଟେଲ ଓ ଢାବା ଚିହ୍ନଟ ହେବ। ଚା’ ବାବଦକୁ ଖର୍ଚ୍ଚ ସରକାର ବହନ କରିବେ।

ସେ ଆହୁରି କହିଛନ୍ତି, ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଆମେ ରୋଡ୍‌ ସେଫ୍‌ଟି ମିଟିଂ କରିଥିଲୁ। ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ। ଆମେ ଭାବୁଛୁ ସମସ୍ତେ ଏଥିରେ ଆମକୁ ସହଯୋଗ କରିବେ।

ଓଡ଼ିଶାରେ ସଡ଼କ ଦୁର୍ଘଟଣା ରେ ଦିନକୁ ହାରାହାରି ୧୫ ଜଣଙ୍କ ମୃତ୍ୟୁ ଘଟୁଛି। ଗତବର୍ଷ ରିପୋର୍ଟକୁ ଦେଖିଲେ ଏହା ଜଣାପଡ଼ୁଛି। ଗତବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୫,୪୬୭ ଜଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story